Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲିକତାରୁ ଭୁବନେଶ୍ୱର ନକଲି ଟିଭି

by ସଞ୍ଜୟ ସ୍ୱାଇଁ
June 1, 2021
in Business, Crime, State
କଲିକତାରୁ ଭୁବନେଶ୍ୱର ନକଲି ଟିଭି
347
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନକଲି ଟିଭି । ଆଶ୍ଚର୍ୟ୍ୟ ଲାଗିଲେ ବି ସତ । ରାଜଧାନୀ ଭୁବନେଶ୍ବରରେ ବିକ୍ରି ହେଉଥିଲା ନକଲି ଟିଭି । ଖବର ପାଇ ଚଢଉ କରିବା ସହ ସୋରୁମ୍ ମାଲିକକୁ ଗିରଫ କରିଛି । ସୂଚନାନୁସାରେ, ରାଜଧାନୀରେ ନକଲି ଟିଭି ରାକେଟ୍ ଦୀର୍ଘ ଦିନ ହେବ ସକ୍ରିୟ ରହିଥିଲା । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ନକଲି ଟିଭି ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ ରୁମ୍ ମାଲିକ । ଏହି ସବୁ ଟିଭି ପଶ୍ଚିମବଙ୍ଗର କୋଲକାତାରୁ ଆସୁଥିଲା । ତେବେ ଏହି ସବୁକୁ ସୋରୁମ୍ ମାଲିକ ଅଧା ଦାମରେ ବିକ୍ରି କରୁଥିଲେ । ପୋଲିସ ସୋରୁମରେ ଚଢଉ କରିବା ସହ ୧୨୦ ଟିଭି ଜବତ କରିଛି । ଏହାସହ ସୋରୁମ ମାଲିକଙ୍କୁ ମଧ୍ୟ ସ୍ପେଶାଲ ସ୍କ୍ବାଡ୍ ଗିରଫ କରିଛି । ସୋରୁମ୍ ମାଲିକ ପାରାଦୀପ ପୋର୍ଟରୁ ଟିଭି ଆଣି ବିନା ଜିଏସଟିରେ ବିକ୍ରି କରାହେଉଛି କହି ଗ୍ରାହକଙ୍କୁ ଠକୁଥିବା ପୋଲିସ କହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!