Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ରିୟ ଅବକାରୀ ଗୁଇନ୍ଦା ଚଢ଼ାଉ, ବ୍ରାଉନ ସୁଗାର, ଆସ୍କା ଫଟି ଓ ମଦ ଜବତ

by ସଞ୍ଜୟ ସ୍ୱାଇଁ
June 1, 2021
in Crime, State
କେନ୍ଦ୍ରିୟ ଅବକାରୀ ଗୁଇନ୍ଦା ଚଢ଼ାଉ, ବ୍ରାଉନ ସୁଗାର, ଆସ୍କା ଫଟି ଓ ମଦ ଜବତ
175
VIEWS
Share on FacebookShare on Twitter

ଭଦ୍ରକ (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲାରୁ ବ୍ରାଉନ ସୁଗାର ଜବତ ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । କେଉଁଠି ପୋଲିସ ଜବତ କରୁଛି ତ ପୁଣି କେଉଁଠି ପୋଲିସ ଆଖିରେ ଧୂଳି ଦେଇ ଲୁଚି ଛପି ବେପାର କରୁଥିବା ଯୁବକଙ୍କୁ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଧରୁଛି । ମଙ୍ଗଳବାର ଭଦ୍ରକ ସହର ସ୍ଥିତ ବନ୍ତ ଛକଠାରେ ଜଣେ ଯୁବକ ବ୍ରାଉନସୁଗାର ଧରି ଏକ ସ୍ଥାନରେ ଛିଡା ହୋଇଥିବା ବେଳେ ଅବକାରୀ ଗୁଇନ୍ଦାର ସ୍ବତନ୍ତ୍ର ଟିମ୍ ତାଙ୍କୁ କାବୁ କରିଛି । ସମ୍ପୃକ୍ତ ଯୁବକଙ୍କଠାରୁ ୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହିତ ତାଙ୍କୁ ଗିରଫ କରିଛି ଗୁଇନ୍ଦା ଟିମ୍ । ଗିରଫ ଯୁବକଙ୍କ ନାଣ ଗଣେଶ ପଣ୍ଡା । ତାଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଂଜି ଗ୍ରାମରେ । ସେହିପରି ସେହି ବନ୍ତ ଛକଠାରେ ଆଉ ଜଣେ ଯୁବକ ୧୪ ପେଟି ଆସ୍କା ଫଟି ନେଇ ଯାଉଥିଲା ବେଳେ ତାଙ୍କୁ ମଧ୍ୟ ଏହି ଅବକାରୀ ଗୁଇନ୍ଦା ଗିରଫ କରିଛି । ଗିରଫ ଯୁବକ ହେଲେ ବାସୁଦେବପୁର ଅଂଚଳର ବୈକୁଣ୍ଠ ଦାସ । ସେ ବେଆଇନ ଭାବେ ଏହି ମଦ କରବାର କରୁଥିଲେ । ତେବେ କଟକ ସ୍ଥିତ ଅବକାରୀ ବିଭାଗର କେନ୍ଦ୍ରୀୟ ଗୁଇନ୍ଦା ଏମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଥିଲା । ମଙ୍ଗଳବାର ସେମାନଙ୍କୁ ଗିରଫ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!