Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଲ ନୋଟକୁ ନେଇ ଚାଲିଛି ତନାଘନା, ଗ୍ରାହାକଙ୍କଠାରୁ ଜବତ ହେଲା ନୋଟ

by ସଞ୍ଜୟ ସ୍ୱାଇଁ
June 1, 2021
in Crime, State
ଜାଲ ନୋଟକୁ ନେଇ ଚାଲିଛି ତନାଘନା, ଗ୍ରାହାକଙ୍କଠାରୁ ଜବତ ହେଲା ନୋଟ
292
VIEWS
Share on FacebookShare on Twitter

ବାସୁଦେବପୁର (ବାଘୁଆବାର୍ତ୍ତା): ବ୍ୟାଙ୍କକୁ ଆସିଥିବା ଜଣେ ଗ୍ରାହକଙ୍କ ନିକଟରୁ ବାହାରିଲା ଜାଲ୍ ନୋଟ୍ । ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ୍‌ ବ୍ୟାଙ୍କରୁ ଗ୍ରାହକଙ୍କ ନିକଟରୁ ୭ ଖଣ୍ଡ ଜାଲ୍ ନୋଟ୍‌ ଜବତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ସଂପୃକ୍ତ ଯୁବକ ଜଣଙ୍କ ହେଲେ ବାସୁଦେବପୁର ମ୍ୟୁନିସପାଲିଟି ସ୍ଥିତ ରାଧାନାଥପୁର ଆଡିଆ ଗ୍ରାମର ରାଜାରାମ ବେହେରା । ଉଲ୍ଲେଖଯୋଗ୍ୟ ଯେ, ରାଜାରାମ ମଙ୍ଗଳବାର ବ୍ୟାଙ୍କକୁ ୩୬ ହଜାର ଟଙ୍କା ଡିପୋଜିଡ୍‌ କରିବାକୁ ଆସିଥିଲେ । ହେଲେ ଏହି ଟଙ୍କା ମଧ୍ୟରୁ ୭ ଖଣ୍ଡ ୫୦୦ ଟଙ୍କିଆ ଜାଲ୍ ନୋଟ୍ ବାହାରିଥିଲା । ପରେ ବ୍ୟାଙ୍କର ମ୍ୟାନେଜର ପୋଲିସକୁ ଖବର ଦେଇଥିଲେ । ପୋଲିସ ବ୍ୟାଙ୍କରେ ପହଞ୍ଚି ରାଜାରାମକୁ ଥାନାକୁ ନେଇ ଆସିଥିବାବେଳେ ଉକ୍ତ ଟଙ୍କା ସମ୍ପର୍କରେ ପଚରାଉଚରା କରିଥିଲେ । ଅନ୍ୟପଟେ ରାଜାରାମ ଧାନ ବିକ୍ରି କରିଥିବା ସ୍ଵୟଂ ସହାୟିକା ଗୋଷ୍ଠୀ ଠାରୁ ଏହି ଟଙ୍କା ଆଣିଥିବା ପ୍ରକାଶ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!