Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଢ଼ିଲା ଅଭିନେତା ଜ୍ୟାକି ଭଗନାନିଙ୍କ ଅଡୁଆ, ୯ଜଣ ମିଶି ଦୁଷ୍କର୍ମ ଅଭିଯୋଗ ଆଣିଲେ ମଡେଲ

by ସଞ୍ଜୟ ସ୍ୱାଇଁ
May 31, 2021
in Crime, NATIONAL NEWS
ବଢ଼ିଲା ଅଭିନେତା ଜ୍ୟାକି ଭଗନାନିଙ୍କ ଅଡୁଆ, ୯ଜଣ ମିଶି ଦୁଷ୍କର୍ମ ଅଭିଯୋଗ ଆଣିଲେ ମଡେଲ
247
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ବଢ଼ିଲା ବଲିଉଡ ଅଭିନେତା ଜ୍ୟାକି ଭଗନାନିଙ୍କ ଅଡୁଆ । ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ମୁମ୍ବାଇର ଜଣେ ମଡେଲ ତାଙ୍କ ନାଁରେ ଦୁଷ୍କର୍ମ ଓ ନିର୍ୟାତନା ଅଭିଯୋଗ ଆଣିଛନ୍ତି । କେବଳ ଜ୍ୟାକି ନୁହନ୍ତି ତାଙ୍କ ସହ କ୍ୱାନ ଏଣ୍ଟରଟେନ୍‌ମେଣ୍ଟର ଫାଉଣ୍ଡରଙ୍କ ସମେତ ୯ ଜଣଙ୍କ ନାଁରେ ସେ ଏହି ଅଭିଯୋଗ କରିଛନ୍ତି । ଏ ସମସ୍ତଙ୍କ ନାଁରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରିଛି। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ କ୍ୱାନ୍ ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ଅନିର୍ବାନ୍ ବ୍ଲାହ, ଜ୍ୟାକି ଭାଗନାନି, ଅଜିତ ଠାକୁର, କୃଷ୍ଣ କୁମାର, ନିଖିଲ କାମତ, ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ, ଶୀଲ ଗୁପ୍ତା ଏବଂ ଗୁରୁଜ୍ୟୋତ ସିଂ ଅଛନ୍ତି। ସୂଚନା ଅନୁଯାୟୀ, ଏମାନେ ୨୦୧୪ ରୁ ୨୦୧୮ ମଧ୍ୟରେ କୋଲଷ୍ଟନ୍ ଜୁନିୟନ୍ ମଡେଲିଂରେ ସୁଯୋଗ ଦେବା ନାମରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ମଡେଲ ଜଣଙ୍କ ଅଭିଯୋଗ କରିଛନ୍ତି । ଜ୍ୟାକି ଭାଗନାନି ତାଙ୍କୁ ବାନ୍ଦ୍ରାଠାରେ, ନିଖିଲ କାମତ ତାଙ୍କୁ ସାଣ୍ଟାକ୍ରୁଜର ଫାଇଭ୍ ଷ୍ଟାର ହୋଟେଲରେ ଏବଂ ୨୦୧୫ ରେ ଶୀଲ ଗୁପ୍ତା ଅନ୍ଧେରୀର ଏକ କୋଠାରେ ତାଙ୍କ ସହ ଦୁଷ୍କର୍ମ କରିଥିବା ମଡେଲ ଜଣକ କହିଛନ୍ତି । ସେ ଆହୁରି କହିଛନ୍ତି, ଅଜିତ ଠାକୁର ୨୦୧୮ ରେ ଭିଲେ ପାର୍ଲର ଏକ କୋଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!