Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଥମେ ଧରମ ଝିଅ, ପରେ ଦୁଷ୍କର୍ମ, ଶେଷରେ ବିବାହିତାକୁ ନେଇ ଫେରାର, ସ୍ୱାମୀ ଥାନାର ଦ୍ୱାରସ୍ଥ

by ସଞ୍ଜୟ ସ୍ୱାଇଁ
May 30, 2021
in Crime, State
ପ୍ରଥମେ ଧରମ ଝିଅ, ପରେ ଦୁଷ୍କର୍ମ, ଶେଷରେ ବିବାହିତାକୁ ନେଇ ଫେରାର, ସ୍ୱାମୀ ଥାନାର ଦ୍ୱାରସ୍ଥ
478
VIEWS
Share on FacebookShare on Twitter

ବଡ଼ଚଣା, (ବାଘୁଆବାର୍ତ୍ତା): ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମର ଜନୈକା ବିବାହିତା ମହିଳା ପ୍ରେମିକ ଉକ୍ତ ଗ୍ରାମର ମହମ୍ମଦ ଫୁରକାନ ସହ ଫରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଫେରାର ମହିଳାଙ୍କ ସ୍ୱାମୀ ଚଣ୍ଡିଖୋଲ ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସୂଚନା ମୁତାବିକ, ମହମ୍ମଦ ଫୁରକାନ ମହିଳାଙ୍କୁ ପ୍ରଥମେ ଧରମ ଝିଅ କରି ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ପରେ ତାଙ୍କର ଗାଧୁଆ ବେଳର ଫଟୋ ନିଜ ମୋବାଇଲରେ ଉଠାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଧମକ ଦେଇଥିଲେ । ପରେ ମହିଳାଜଣକ ତାକୁ ବିବାହ କରିବାକୁ ଜିଦି ଧରିବାରୁ ମହମ୍ମଦ ଫୁରକାନ ଏଥିରେ ରାଜି ନହୋଇ କେବଳ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ଏ କଥାରେ ରାଜି ନହୋଇ ମହିଳାଜଣକ ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଗିରଫ ଭୟରେ ମହମ୍ମଦ ଫୁରକାନ ମାସାଧିକ କାଳ ଫେରାର ଥିଲା । ଫେରାର ସମୟରେ ମହମ୍ମଦ ଫୁରକାନ ମହିଳା ସହିତ ଯୋଗାଯୋଗ କରି ତାକୁ ନେଇ ଫେରାର ହୋଇଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!