Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ପାଇଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ମୃତ ହେଲେ ନୋମିନ ପାଇବେ ଲାଭ

by ସଞ୍ଜୟ ସ୍ୱାଇଁ
May 29, 2021
in NATIONAL NEWS
କରୋନା ପାଇଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ମୃତ ହେଲେ ନୋମିନ ପାଇବେ ଲାଭ
460
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ର ହିତାଧିକାରୀଙ୍କର କୌଣସି ପ୍ରକାରେ ମୃତ୍ୟୁ ଘଟିଲେ ନୋମିନି ବା ପରିବାରକୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳୁଛି । ଏହାର ଅର୍ଥ କରୋନାରେ ଯଦି ହିତାଧିକାରୀଙ୍କର ମୃତ୍ୟୁ ଘଟେ, ତଥାପି ବୀମାଭୁକ୍ତ ବ୍ୟକ୍ତିଙ୍କ ନୋମିନି ୨ ଲକ୍ଷ ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଯୋଜନାର ଲାଭ ଉଠାଇବା ପାଇଁ ଆବେଦନକାରୀଙ୍କ ନିକଟରେ ଏକ ବ୍ୟାଙ୍କ ଖାତା ରହିଥିବା ଆବଶ୍ୟକ । ଏହା ସରକାରୀ ଅଥବା ଘରୋଇ ବ୍ୟାଙ୍କର ହୋଇଥିଲେ ଚଳିବ । ଏହାପରେ ଆବେଦନକାରୀଙ୍କୁ ଯୋଜନାର ଲାଭ ନିମନ୍ତେ ଆବେଦନ କରିବାକୁ ହେବ । ଏହି ଯୋଜନାରେ ପ୍ରତିବର୍ଷ ୩୩୦ ଟଙ୍କାର ପ୍ରିମିୟମ ଦେବାକୁ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ବୀମା ନିଅନ୍ତି, ତେବେ ପ୍ରଥମ ଥର ତାଙ୍କୁ ୨୫୮ ଟଙ୍କା ଦେବାକୁ ହେବ । ଡିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ବୀମା ନେଲେ ପ୍ରଥମ ଥର ୧୭୨ ଟଙ୍କା ଏବଂ ମାର୍ଚ୍ଚରୁ ମେ ମାସରେ ବୀମା ନେଲେ ପ୍ରଥମ ଥର ୮୬ ଟଙ୍କା ଦେବାକୁ ହେବ । ଏହାପରେ ପ୍ରତ୍ୟେକ ବର୍ଷ ୩୩୦ ଟଙ୍କାର ପ୍ରିମିୟମ ଦେବାକୁ ହୋଇଥାଏ । ଏହି ପ୍ରିମିୟମ ରାଶି ମେ ୨୫ରୁ୩୧ ମଧ୍ୟରେ ହିତାଧିକାରୀଙ୍କ ଖାତାରୁ ନିଆଯିବ । ଏଥିପାଇଁ ଆବେଦନକାରୀଙ୍କୁ ସହମତି ଦେବାକୁ ହେବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!