Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଅର ନାମ ‘ୟସ’, ଝିଅର ନାମ ‘ୟାସ’, ବାତ୍ୟାରେ ଜନ୍ମ ନେଲେ ୧୧ ଶିଶୁ

by ସଞ୍ଜୟ ସ୍ୱାଇଁ
May 27, 2021
in Health, State
ପୁଅର ନାମ ‘ୟସ’, ଝିଅର ନାମ ‘ୟାସ’, ବାତ୍ୟାରେ ଜନ୍ମ ନେଲେ ୧୧ ଶିଶୁ
311
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ବାତ୍ୟା ‘ୟାସ’ ତାଣ୍ଡବ ରଚୁଥିବା ବେଳେ ଅନେକ ଗର୍ଭବତୀ ମହିଳା ଶିଶୁ ଜନ୍ମ କରିଛନ୍ତି । ଏମିତିକି ବାତ୍ୟା ପ୍ରଭାବିତ ଅଞ୍ଚଳରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହୋଇଥିôବା ମହିଳାମାନେ ମଧ୍ୟ ଶିଶୁ ଜନ୍ମ କରିଛନ୍ତି । ସେମାନଙ୍କ ନବଜାତ ଶିଶୁ ସୁସ୍ଥ ଅଛନ୍ତି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛି । ବାତ୍ୟାର ନାମ ଅନୁସାରେ ଅଧିକାଂଶ ନବଜାତଙ୍କ ନାମ ‘ୟାସ’ ରଖାଯାଇଛି । କ୍ୟାପିଟାଲ ହସ୍ପିଟାଲ ସୂଚନା ମୁତାବକ, ବୁଧବାର ମୋଟ ୧୧ ଜଣ ଶିଶୁ ଜନ୍ମ ନେଇଛନ୍ତି । ଏଥିରୁ ୮ ଜଣ ପୁଅ ଓ ୩ ଜଣ ଝିଅ ଅଛନ୍ତି । ସମସ୍ତ ଶିଶୁ ସୁସ୍ଥ ଅଛନ୍ତି । କିଛି ବାପା-ମା ନିଜ ପୁଅର ଡାକ ନାମ ‘ୟସ’ ରଖିଛନ୍ତି । ଝିଅ ନାମକୁ ‘ୟାସ’ ରଖାଯାଇଛି । ସେମାନଙ୍କ ପୁରା ନାମ ‘ଐଶର୍ଯ୍ୟା’ ଦିଆଯାଇଛି । ଜଣେ ମୁସଲିମ ସମ୍ପ୍ରଦାୟର ବାପା-ମା ନିଜ ଝିଅ ନା’ୟାସ’ ରଖିଥିବା ବେଳେ ପୁରା ନାମ ‘ୟାସମିନ’ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!