Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟରେ ବନ୍ଦ ହେବ ଡୋରଷ୍ଟେପ କୋଭିଡ ଟିକା କରଣ

by ସଞ୍ଜୟ ସ୍ୱାଇଁ
May 19, 2021
in Health, State
ରାଜ୍ୟରେ ବନ୍ଦ ହେବ ଡୋରଷ୍ଟେପ କୋଭିଡ ଟିକା କରଣ
399
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟରେ ଡ୍ରାଇଭ ଇନ ଏବଂ ଡୋର ଷ୍ଟେପ କୋଭିଡ ଟିକାକରଣ ବନ୍ଦ କରାଯିବ । ଭୁବନେଶ୍ୱରରେ ଡ୍ରାଇଭ ଇନ ଟିକା କରଣ ଆରମ୍ଭ କରାଯାଇଥିବା ବେଳେ ବ୍ରହ୍ମପୁରରେ ଡୋରଷ୍ଟେପ ଟିକା କରଣ ଆରମ୍ଭ କରାଯାଇଥିଲା । ମାତ୍ର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେଇ ନଥିବାରୁ ଏହାକୁ ବନ୍ଦ କରିବାପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ପତ୍ର ପଠାଇଛନ୍ତି । ସାଧାରଣତଃ ଟିକା କରଣ କୋଠରୀରେ ଟିକା କରଣ କରାଯାଇଥାଏ । ଏଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନ ରଖାଯାଏ । କୌଣସି ପାଶ୍ୱର୍ ପ୍ରତିିକ୍ରିୟା ଦେଖାଗଲେ ତୁରନ୍ତ ଚିକିତ୍ସା କରିବାର ଆବଶ୍ୟକତା ରହିଛି । ସେଠାରେ ୱେଟିଂ ରୁମ ବା ପ୍ରତୀକ୍ଷା ସ୍ଥାନ, ବିଶ୍ରାମ ସ୍ଥାନ ରହିବା ଆବଶ୍ୟକ । ମାତ୍ର ଡ୍ରାଇଭ ଇନ ଏବଂ ଡୋର ଷ୍ଟେପ ଟିକା କରଣରେ ଏହି ବ୍ୟବସ୍ଥା ନଥାଏ । ଏଥିପାଇଁ ଡ୍ରାଇଭ ଇନ ଏବଂ ଡୋର ଷ୍ଟେପ ଟିକା କରଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!