Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲକଡାଉନରେ କାମ ଧନ୍ଦା ନପାଇ କଲେ ଦେହ ବେପାର, ପୁଲିସ କଲା ଗିରଫ

by ସଞ୍ଜୟ ସ୍ୱାଇଁ
May 18, 2021
in Crime, NATIONAL NEWS
ଲକଡାଉନରେ କାମ ଧନ୍ଦା ନପାଇ କଲେ ଦେହ ବେପାର, ପୁଲିସ କଲା ଗିରଫ
783
VIEWS
Share on FacebookShare on Twitter

ନୋଏଡା (ବାଘୁଆବାର୍ତ୍ତା): ଲକଡାଉନରେ ଚାଲିଥିବା ସେକ୍ସ କାରବାର ନୋଏଡା ପୁଲିସ ସେକ୍ଟର-୧୨୨ରେ ଥିବା ଏକ କୋଠା ଘରେ ଚଢ଼ାଉ କରି ଏହି ରାକେଟର ପର୍ଦ୍ଦାଫାସ କରିଛି । ପୁଲିସର ଆଡିସନାଲ ଡେପୁଟି କମିସନର ଅଙ୍କୁର ଅଗ୍ରୱାଲ କହିଛନ୍ତି କି ପୁଲିସକୁ ସୂଚନା ମିଳିଥିଲା କି ସେକ୍ଟର-୧୨୨ର ସି-କ୍ଳକରେ ଏକ କୋଠାରେ କଥିତ ରୂପେ ଦେହ ବେପାର କାରବାର ଚାଲିଛି । ଏହାପରେ ପୁଲିସ ରାତିରେ ସେଠାରେ ଚଢ଼ାଉ କରିଥିଲା । ଅଗ୍ରୱାଲ କହିଛନ୍ତି କି, ପୁଲିସ ଦେହ ବେପାରର ଆଡ୍ଡାର ମୁଖ୍ୟ ଓ ଦୁଇ ଯୁବତୀଙ୍କ ସମେତ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି । ଘଟଣା ସ୍ଥଳରୁ ପୁଲିସ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଛି । ଏହି ଚଢ଼ାଉ ସହାୟକ ପୁଲିସ ଆୟୁକ୍ତ ଅବଦୁଲ କାଦିରଙ୍କର ନେତୃତ୍ୱରେ କରାଯାଇଥିଲା । ଜେରା ବେଳେ ଗିରଫ ଯୁବତୀମାନେ ତଥା ସେକ୍ସ ଆଡ୍ଡାର ସଞ୍ଚାଲିକା ପୁଲିସକୁ କହିଛନ୍ତି କି ଲକଡାଉନ ସମୟରେ ସେମାନେ କୌଣସି କାମ ପାଇଲେ ନାହିଁ । ବେରୋଜଗାରରେ ଦିନ କାଟିଲେ, ଏଥିପାଇଁ ଦେହ ବେପାର ଧନ୍ଦା ଆରମ୍ଭ କରିଥିଲେ । ପୁଲିସକୁ ,ହି ସୂଚନା ମିଳିଛି କି ସେମାନେ ବିଭିନ୍ନ ମାଧ୍ୟମରେ ଗ୍ରାହକଙ୍କୁ ସମ୍ପର୍କ କରୁଥିଲେ, ଆଉ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଉଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!