Sunday, June 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ ସମୟରେ ଜନ୍ମ ହେଲେ, ଏକାଠି ପାଠ ପଢ଼ିଲେ, ଏକ ସମୟରେ କରୋନାରେ ଚାଲିଗଲେ ।

by ସଞ୍ଜୟ ସ୍ୱାଇଁ
May 18, 2021
in Health, NATIONAL NEWS
ଏକ ସମୟରେ ଜନ୍ମ ହେଲେ, ଏକାଠି ପାଠ ପଢ଼ିଲେ, ଏକ ସମୟରେ କରୋନାରେ ଚାଲିଗଲେ ।
742
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନାର ତାଣ୍ଡବରେ ଲିଭିଯାଇଛି ଅନେକ ସଂସାର । ଛୋଟଛୁଆଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ କାହାକୁ କରୋନା ଛାଡୁନି । ଏଭଳି ଏକ କରୋନା କାହାଣୀ ଶୁଣିଲେ ମୁଣ୍ଡରେ ହାତ ଦେବେ । ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ୨୪ ତମ ଜନ୍ମ ଦିନର ଗୋଟିଏ ଦିନ ପରେ ଯମଜ ଭ୍ରାତା କରୋନାରେ ଆକ୍ରାନ୍ତ ହେଲେ । ଭାଇରସ ସହ ପ୍ରାୟ ୨୦ ଦିନ ଲଢ଼େଇ କରିବା ପରେ ଉଭୟ ଏକାଠି ପ୍ରାଣ ହରାଇଛନ୍ତି । ଜଣେ ଭାଇର ମୃତ୍ୟୁର କିଛି ଘଣ୍ଟା ପରେ ଆଉ ଗୋଟିଏ ଭାଇ ପ୍ରାଣ ହରାଇବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଉଭୟ ଦେଖିବାକୁ ଏକାଭଳି ପିଲାଟି ବେଳୁ ଉଭୟ ସମାନ କାମ କରନ୍ତି । ଏକାଠି ସମାନ ପାଠ ପଢ଼ିଥିଲେ । ଜଣଙ୍କ ଦେଖ ଖରାପ ହେଲା ଆଉ ଜଣେ ଔଷଧ ମଧ୍ୟ ଖାଆନ୍ତି । ଶେଷରେ କରୋନା ମଧ୍ୟ ସମାନ ସମୟରେ ଉଭୟଙ୍କୁ ଆଟାକ କଲା । ଶେଷରେ ଭାଇରସ ଏକାସଙ୍ଗରେ ଦୁଇ ଭାଇଙ୍କ ଜୀବନ ମଧ୍ୟ ନେଇଗଲା । ଉତ୍ତର ପ୍ରଦେଶର ମୀରଟ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ରହୁଥିବା ଗୋଟିଏ ପରିବାର ସହ ଏମିତି ଘଟଣା ଘଟିଛି । ଗ୍ରୋଗରି ରେୟମେଣ୍ଡ ରାଫେଲଙ୍କ ଦୁଇ ପୁଅ ୧୯୯୭ ମସିହା ଏପ୍ରିଲ ୨୩ରେ ଜନ୍ମ ଗ୍ରହଣ କରିଥିଲେ । ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ମଧ୍ୟ ମା’ ସରୋଜ ବେଶ ସୁସ୍ଥ ରହିଥିଲେ । ଏକାଥରେ ଦୁଇଟି ସନ୍ତାନର ଜନକ ହୋଇ ଖୁସିରେ ଆତ୍ମବିଭୋର ହୋଇ ଉଠିଥିଲେ ବାପା ମା’ । ଏବେ କିନ୍ତୁ ତାଙ୍କ ସଂସାର ବୁଡ଼ି ଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!