Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଲେକ୍ଟ୍ରି ଟ୍ରାନ୍ସଫରକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

by ସଞ୍ଜୟ ସ୍ୱାଇଁ
May 16, 2021
in Feature News, Nayagarh
ଇଲେକ୍ଟ୍ରି ଟ୍ରାନ୍ସଫରକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ
386
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଇଲେକ୍ଟ୍ରି ଟ୍ରାନ୍ସଫରମର କୁ କେନ୍ଦ୍ର କରି ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଗୋଷ୍ଠୀ ସଂଘର୍ଷ,୧୫ରୁ ଉର୍ଦ୍ଧ୍ବ ଆହତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତ ର ଜଗନ୍ନାଥପୁର ଏବଂ ଶ୍ରୀହରିପୁର ଗ୍ରାମ ମଧ୍ୟ୍ୟରେ । ସୂଚନା ଅନୁସାରେ ଜଗନ୍ନାଥପୁରର ଇଲେକ୍ଟ୍ରି ଟ୍ରାନ୍ସଫରମରରୁ ଶ୍ରୀହରିପୁରର କିଛି ଗ୍ରାମବାସୀମାନେ ଚୋରାରେ ବିଦ୍ୟୁତ ନେଇ ଏକ ପାଣି ମଟର ଲଗାଇ ମନଇଚ୍ଛା ନିତ୍ୟ ବ୍ୟବହାର୍ୟ୍ୟ କାର୍ୟ୍ୟରେ ଲଗାଇବା ସହ ବିଲରେ ପାଣି ମାଡ଼ଉଥିବାର ଅଭିଯୋଗ କରିଛନ୍ତି ଜଗନ୍ନାଥପୁର ଗ୍ରାମବାସୀ । ବିଦ୍ୟୁତ ଟ୍ରାନ୍ସଫରମର ଟି ପୋଡି ହୋଇଯିବା ସନ୍ଦେହ କରି ଜଗନ୍ନାଥ ପୁର ଗ୍ରାମବାସୀ ବିଦ୍ୟୁତ ବିଭାଗ ର ପରାମର୍ଶ ରେ ଟ୍ରାନ୍ସଫରମରରେ ଏକ ତାଲା ପକାଇଥିଲେ । ବିଦ୍ୟୁତ ନେବାରେ ଶ୍ରୀହରିପୁର ଗ୍ରାମବାସୀଙ୍କର ଅସୁବିଧା ସୃଷ୍ଟି ହେବାରୁ ଗ୍ରାମବାସୀ ମାନେ ଏକ ବୈଠକ କରି ଟ୍ରାନ୍ସଫରମରରେ ପଡ଼ିଥିବା ତାଲାକୁ ଭାଙ୍ଗିବାରୁ ଜଗନ୍ନାଥପୁର ଗ୍ରାମବାସୀ ଅଟକାଇବାରୁ ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଯୁକ୍ତିତର୍କ ହେବା ସହ ପରସ୍ପରକୁ ବିଭିନ୍ନ ମରଣାଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ଫଳରେ ୧୫ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଉଭୟଙ୍କ ପକ୍ଷରୁ ରଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!