Saturday, June 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୋକିଲା ପେଟର ଦରଦୀବନ୍ଧୁ ସାଜିଲେ ଯୁବତୀ

by ସଞ୍ଜୟ ସ୍ୱାଇଁ
May 16, 2021
in Health, Lifestyle
ଭୋକିଲା ପେଟର ଦରଦୀବନ୍ଧୁ ସାଜିଲେ ଯୁବତୀ
136
VIEWS
Share on FacebookShare on Twitter

ଢେଙ୍କାନାଳ (ବାଘୁଆବାର୍ତ୍ତା): କରୋନା କୋପରେ ଥରହର ମଣିଷ ଜାତି । ସଂକ୍ରମଣର ଉଗ୍ର ରୂପ ଦେଖି ସାରା ରାଜ୍ୟରେ ଚାଲିଛି ଲକଡାଉନ ଓ ସଟଡାଉନ ସ୍ଥିତି । ଆଉ ଏହି ପରିସ୍ଥିତିରେ ଭୋକିଲା ପେଟର ଦରଦୀବନ୍ଧୁ ସାଜିଛନ୍ତି ଢେଙ୍କାନାଳ ସହରର କିଛି ଯୁବତୀ । ଯେତେବେଳେ ସାରା ସହର କରୋନା ପାଇଁ ଗୃହବନ୍ଦୀ ସେହି ସମୟରେ ଏମାନେ ନିଜର ସୁରକ୍ଷାକୁ ପଛରେ ପକାଇ ଘରୁ ନିଜର ସ୍କୁଟି ଯୋଗେ ବାହାରି ପଡୁଛନ୍ତି ଅନ୍ୟକୁ ସାହାଯ୍ୟ କରିବାପାଇଁ । ନିଜ ହାତରେ ରୋଷେଇ କରି ସୁଷମ ଖାଦ୍ୟ ଯୋଗାଇ ଦିଅନ୍ତି ଦୀନ, ଦରିଦ୍ର ଅସହାୟ ଲୋକଙ୍କୁ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!