ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ପଜେଟିଭ ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ମୋଟ ୩୦୧ ଜଣ ଚିହ୍ନଟ ହୋଇଛନ୍ତି । ଭାପୁର ବ୍ଲକରେ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ, ଦଶପଲ୍ଲାରେ ୪୪, ଗଣିଆରେ ୮, ଖଣ୍ଡପଡାରେ ୩୧, ନୟାଗଡ଼ ବ୍ଲକରେ ୪୦, ନୂଆଗାଁ ବ୍ଲକରେ ୪୭, ଓଡଗାଁ ବ୍ଳକରେ ୪୪, ରଣପୁର ବ୍ଳକରେ ୪୪ ଓ ନୟାଗଡ଼ ମୁନିସପାଲଟିରେ ମୋଟ ୩୦ ଜଣ ଚିହ୍ନଟ ହୋଇଛନ୍ତି ।






