Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରମବୀର ସିଂହଙ୍କ ଦଲାଲିର ପ୍ରମାଣ ସିଆଇଡିକୁ ଦେଲେ….

by ସଞ୍ଜୟ ସ୍ୱାଇଁ
May 13, 2021
in Crime, NATIONAL NEWS
ପରମବୀର ସିଂହଙ୍କ ଦଲାଲିର ପ୍ରମାଣ ସିଆଇଡିକୁ ଦେଲେ….
209
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ନିଜକୁ ବେଶ ସଚ୍ଚୋଟ ଅଫିସର ବୋଲି ପ୍ରମାଣ କରିବାକୁ ଚାହୁଁଥିବା ମୁମ୍ବାଇର ବିବାଦୀୟ ଆଇପିଏସ ଅଫିସର ପରମବୀର ସିଂହ ଏବେ ଅଡୁଆରେ । ଦୁଇ ଜଣ ବ୍ୟବସାୟୀ ତାଙ୍କ ବିରୋଧରେ ଦଲାଲି ଅଭିଯୋଗ ଆଣିଛନ୍ତି । ଆଉ ସିଆଇଡି ଅଫିସ ଆସି ଦୁଇ ବ୍ୟବସାୟୀ ପରମବୀର ସିଂହ ଏବଂ ତାଙ୍କର ସହଯୋଗୀ ପୁଲିସ ଅଫିସରଙ୍କ ବିରୋଧରେ ଦଲାଲି କରିବାର ସମସ୍ତ ପ୍ରମାଣ ପତ୍ର ଦେଇଛନ୍ତି । ଏଥିପାଇଁ ଉଭୟ ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି । ପରମବୀର ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଗତବର୍ଷ ଟିଆରପିରେ ଜାଲିଆତି ହୋଇଥିବା ଅଭିଯୋଗ ରିପବ୍ଲିକ ଟିଭି ଏବଂ ଅନ୍ୟ ଦୁଇ ଚ୍ୟାନେଲ ନାଁରେ ଆଣିଥିଲେ । ଆଉ ଏହି ମାମଲାରେ ତାଙ୍କୁ ସହଯୋଗ କରିଥିଲେ । ଏବେ ମୁମ୍ବାଇ ପୁଲିସ ତଡା ଖାଇଥିବା ଏପିଆଇ ସଚିନ ବାଜୋ ଯିଏକି ଏବେ ଏକ ହତ୍ୟା ମାମଲାରେ ତଲୋଜା ଜେଲରେ ଅଛନ୍ତି । ସିଆଇଡି ଅଫିସକୁ ଆସି କ୍ରିକେଟ ବୁକି ସୋନୁ ଜାଲାନ ଏବଂ ବ୍ୟବସାୟୀ କେତନ ମନ ସୁଖଲାଲ ପରମବୀରଙ୍କ ସମସ୍ତ କଳାକାରନାମାର ରେକର୍ଡ ଦାଖଲ କରିଛନ୍ତି । ଅଭିଯୋଗକାରୀ ସୋନୁ ଜାଲାନ ଏବଂ କେତନ ସିଆଇଡି ଅଫିସରେ ତିନି ଘଣ୍ଟାରୁ ଅଧିକ ସମୟ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!