Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହସ୍ପିଟାଲର ବାଟ ଭୁଲିଗଲା ଟ୍ୟାଙ୍କର:ଅକ୍ସିଜେନ୍ ନପାଇ ଚାଲିଗଲା ୭ଜୀବନ

by ସଞ୍ଜୟ ସ୍ୱାଇଁ
May 10, 2021
in Feature News, NATIONAL NEWS
ହସ୍ପିଟାଲର ବାଟ ଭୁଲିଗଲା ଟ୍ୟାଙ୍କର:ଅକ୍ସିଜେନ୍ ନପାଇ ଚାଲିଗଲା ୭ଜୀବନ
132
VIEWS
Share on FacebookShare on Twitter

ହାଇଦ୍ରାବାଦ, (ବାଘୁଆବାର୍ତ୍ତା): ଦେଶରେ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ଟିକିଏ ବିଳମ୍ବ ହେଲେ ଚାଲି ଯାଉଛି ଶହ ଶହ ଜୀବନ । ଏହି ଗମ୍ଭୀର ସ୍ଥିତିରେ ସୁଧାର ଆଣିବା ପାଇଁ ଉଭୟ ସରକାର ପ୍ରତଶତ ବଦ୍ଧ ହୋଇଥିଲେ ମଧ୍ୟ ଚାଲିଯାଉଛି ଜୀବନ । ହସ୍ପିଟାଲରେ ସଠିକ୍ ସମୟରେ ଅକ୍ସିଜେନ୍ ନପହଞ୍ଚିବାରୁ ୭ଜଣ ରୋଗୀଙ୍କ ଜୀବନ ଚାଲିଯାଇଛି । ଏଭଳି ପରିସ୍ଥିତି ଦେଖାଦେଇଛି ହାଇଦ୍ରାବାଦ କିଙ୍ଗ୍ କୋଟି ସରକାରୀ ହସ୍ପଟାଲରେ । ସୂଚନାନୁସାରେ, କିଙ୍ଗ୍ କୋଟି ସରକାରୀ ହସ୍ପଟାଲରେ କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଅକ୍ସିଜେନର ଘୋର ।ଭାବ ଦେଖାଦେଇଥିଲା । ଯାହାଫଳରେ ହସ୍ପିଟାଲକୁ ଅକ୍ସିଜେନ୍ ନେଇ ଯାଉଥିବା ଏକ ଅକ୍ସିଜେନ୍ ଟ୍ୟାଙ୍କର ହସ୍ପିଟାଲର ବାଟ ଭୁଲିଯାଇଥିଲା । ବୁଲି ବୁଲି ଯାଇ ହସ୍ପିଟାଲରେ ବିଳମ୍ବରେ ପହଞ୍ଚିଲା ବେଳକୁ ୭ଜଣ ରୋଗୀଙ୍କ ଜୀବନ ଦୀପ ଲିଭିଯାଇଥିଲା । ମୃତ ବ୍ୟକ୍ତିମାନେ ଆଇସିୟୂରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!