Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇଟି ଟିକା ନେବା ପରେ ବି ଡାକ୍ତରଙ୍କ ମୃତ

by ସଞ୍ଜୟ ସ୍ୱାଇଁ
May 9, 2021
in Health, NATIONAL NEWS
ଦୁଇଟି ଟିକା ନେବା ପରେ ବି ଡାକ୍ତରଙ୍କ ମୃତ
481
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ସଂକ୍ରମଣକୁ ରୋକିବା ପାଇଁ ହେଲେ ଭାରତବର୍ଷରେ ଟିକାକରଣ ଜୋରଦାର ହେବା ଦରକାର । ଦୁଇଟି ଯାକ ଟିକା ନେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଯିବ । ଯେଉଁମାନେ ଦୁଇଟି ଟିକା ନେଇଥିବେ ସେମାନେ ସଂକ୍ରମିତ ହେଲେ ମଧ୍ୟ ଗୁରୁତର ହେବେ ନାହିଁ । ଏହା ବିଶେଷଜ୍ଞ ଏବଂ ସରକାର ଉଭୟ କହୁଛନ୍ତି । ହେଲେ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କାରଣ ଟିକା ନେଇ ସାରିଥିବା ଜଣେ ଡାକ୍ତର କରୋନାରେ ଗୁରୁତର ହେବା ପରେ ତାଙ୍କର ମୃତ୍ୟୁ ଘଟିଛି । ୫୮ ବର୍ଷୀୟ ଏହି ଡାକ୍ତର ଜଣଙ୍କ ଦିଲ୍ଲୀର । ତାଙ୍କ ନାମ ଅନୀଲ ରାୱତ । ଡାକ୍ତର ରାୱତ ରାଜଧାନୀ ସ୍ଥିତ ସରୋଜ ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ସେ ମାର୍ଚ୍ଚରେ ଦ୍ୱିତୀୟ ଟିକା ନେଇଥିଲେ । ନିକଟରେ ସେ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୁରୁତର ହେବାରୁ ତାଙ୍କୁ ଶନିବାର ଭେଣ୍ଟିଲେଟରକୁ ନିଆଯାଇଥିଲା । ଆଉ ଭେଣ୍ଟିଲେଟରକୁ ଯିବା ପୂର୍ବରୁ ସେ ତାଙ୍କ ସହକର୍ମୀଙ୍କୁ କହିଥିଲେ, ‘ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ମୁଁ ଖୁବଶୀଘ୍ର ଫେରିବି’ । ଯେହେତୁ ଡାକ୍ତର ରାୱତ ଦୁଇଟି ଯାକ ଟିକା ନେଇ ସାରିଥିଲେ ତେଣୁ ସେ ଆରୋଗ୍ୟ ହୋଇଯିବେ ବୋଲି ବିଶ୍ୱାସ ରଖିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!