Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋଗୀଙ୍କୁ ଫେରାଇ ପାରିବ ନାହିଁ କୋଭିଡ୍ ହସପିଟାଲ

by ସଞ୍ଜୟ ସ୍ୱାଇଁ
May 8, 2021
in Feature News
ରୋଗୀଙ୍କୁ ଫେରାଇ ପାରିବ ନାହିଁ କୋଭିଡ୍ ହସପିଟାଲ
148
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା):   କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ହସପିଟାଲରେ କୋଭିଡ୍ ରୋଗୀଙ୍କ ଭର୍ତ୍ତି ସମ୍ପର୍କିତ ଜାତୀୟ ନୀତିକୁ ପରିବର୍ତ୍ତନ କରିଛନ୍ତି । ଏଣିକି ଜଣେ ରୋଗୀ କୋଭିଡ୍ ହସପିଟାଲରେ ଭର୍ତ୍ତି ହେବାବେଳେ କୋଭିଡ୍ ପଜିଟିଭି ପ୍ରମାଣପତ୍ର ଥିବା ଜରୁରୀ ନୁହେଁ । ସେହିପରି ଜଣେ ସଂଦିଗ୍ଧ କୋଭିଡ୍ ରୋଗୀ କୌଣସି କୋଭିଡ୍ କେୟାର ସେଣ୍ଟର (ସିସିସି), ଡେଡିକେଟେଡ କୋଭିଡ କେୟାର ସେଣ୍ଟର (ଡିସିସିସି) ଆଦିରେ ଭର୍ତ୍ତି କରାଯ଼ାଇପାରିବ । ତେବେ ସେମାନଙ୍କୁ ଉକ୍ତ ହସପିଟାଲର ସଂଦିଗ୍ଧ ଓ୍ବାର୍ଡରେ ରଖାଯ଼ିବ । ସେହିପରି କୌଣସି ରୋଗୀଙ୍କୁ ହସପିଟାଲରେ ଫେରାଯ଼ିବ ନାହିଁ । ଅକ୍ସିଜେନ ଅଭାବ, ଔଷଧ ଅଭାବ କିମ୍ବା ରୋଗୀ ଅନ୍ୟ ସହରର ବୋଲି ଦର୍ଶାଇ ରୋଗୀଙ୍କୁ ଫେରାଇ ଦିଆଯିବ ନାହିଁ । ପୁଣି ଜଣେ ରୋଗୀଙ୍କ ପାଖରେ କୌଣସି ବୈଧ ପରିଚୟପତ୍ର ନଥିବା ଦର୍ଶାଇ ତାଙ୍କୁ ହସପିଟାଲରୁ ଫେରାଇଦିଆଯ଼ିବ ନାହିଁ । ହସପିଟାଲରେ ରୋଗୀଙ୍କ ଭର୍ତ୍ତି ବା ଆଡମିସନ ରୋଗୀଙ୍କ ଚିକିତ୍ସା ଆବଶ୍ୟକତା ଅନୁସାରେ ହିଁ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯ଼ାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!