Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
May 7, 2021
in Breaking, State
୨୪ଘଣ୍ଟାରେ ୮ମୃତ: ବଢୁଛି ସକ୍ରମଣ ସଂଖ୍ୟା
831
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ ଦ୍ୱିତୀୟ ଲହରରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା । ଗୋଟିଏ ଦିନରେ ସର୍ବାଧିକ ୧୨୨୩୮ଜଣ ମହାମାରୀ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଆଜିର ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୦୭୩ଜଣ ସଂକ୍ରମିତ ହୋଇଥିବା ବେଳେ ତା ପଛକୁ ଖୋର୍ଦ୍ଧା ଜିଲ୍ଲା ୧୮୨୮, କଟକ ଜିଲ୍ଲା ୯୧୬,କଳାହାଣ୍ଡି ୫୮୦, ସମ୍ବଲପୁର ୫୪୪, ଅନୁଗୁଳ ୪୮୦, ବରଗଡ଼ ୪୭୫, ବାଲେଶ୍ୱର ୪୩୭, ଭଦ୍ରକ ୩୮୧, ପୁରୀ ୩୬୯, ଯାଜପୁର ୩୧୮, ଗଞ୍ଜାମ ୩୧୨, ଝାରସୁଗୁଡ଼ା ୩୦୬, ନୂଆପଡ଼ା ୨୯୦, ନବରଙ୍ଗପୁର ୨୮୨, ବଲାଙ୍ଗିର ୨୬୦, ମୟୂରଭଞ୍ଜ ୨୫୭, ରାୟଗଡ଼ା ୨୦୧, ନୟାଗଡ଼ ୧୯୪, କେନ୍ଦ୍ରାପଡ଼ା ୧୯୨, କେନ୍ଦୁଝର ୧୭୯, ଜଗତସିଂହପୁର ୧୬୮, ସୋନପୁର ୧୫୯, ଢେଙ୍କାନାଳ ୧୪୨, କୋରାପୁଟ ୧୩୦, ବୌଦ୍ଧ ୧୨୮, ଗଜପତି ୯୧, କନ୍ଧମାଳ ୬୯, ଦେଓଗଡ଼ ଓ ମାଲକାନଗିରି ୬୦ ଲେଖାଏଁ ଓ ଷ୍ଟେଟ୍ ପୋଲ ୩୫୭ଟି ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି । ସର୍ବମୋଟ ୧୨୨୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଯାହାକି ପ୍ରଥମ ଲହର ଠାରୁ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ସମସ୍ତେ ରାଜ୍ୟ ସରକାରଙ୍କ କଟକଣାକୁ ପାଳନ କରନ୍ତୁ । ଘରେ ସୁସ୍ଥ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ହାତକୁ ବାରମ୍ବାର ସଫା ରଖନ୍ତୁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!