Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାକୁ ଅପହରଣ କରି ପାଞ୍ଚଦିନ ବଳପୂର୍ବକ ଦୁଷ୍କର୍ମ: ପୀଡିତାକୁ ଉଦ୍ଧାର କଲେ ଗ୍ରାମବାସୀ, ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
May 3, 2021
in Crime
ନାବାଳିକାକୁ ଅପହରଣ କରି ପାଞ୍ଚଦିନ ବଳପୂର୍ବକ ଦୁଷ୍କର୍ମ: ପୀଡିତାକୁ ଉଦ୍ଧାର କଲେ ଗ୍ରାମବାସୀ, ଅଭିଯୁକ୍ତ ଗିରଫ
334
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ନାବାଳିକାକୁ ଅପହରଣ ପରେ ପାଞ୍ଚ ଦିନ ଧରି ପାଣି ଟାଙ୍କିରେ ଭିତରେ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ । ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କଲେ ଗ୍ରାମବାସୀ । ଏଭଳି ଅଭାନୀୟ ଘଟଣା ଚାନ୍ଦୁଆ ଥାନା ଅନ୍ତର୍ଗତ ଝାଲିଆମରା ଗ୍ରାମର ଘଟିଛି । ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୂଚନାନୁସାରେ, ଜୈନିକା ନାବାଳିକାକୁ ଏହି ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମର ବାହାଦୁର ଚପେୟାର (୨୦) ଅପହରଣ କରି ଏହି ଥାନା ଅନ୍ତର୍ଗତ ବାଘୁଆଶୋଳରେ ଥିବା ଏକ ପାଣିଟାଙ୍କିରେ ରଖି ପାଞ୍ଚଦିନ ଧରି ସେଠାରେ ତାକୁ ଦୁଷ୍କର୍ମ କରିଥିଲା । ନାବାଳିକାର ବାପା ଚାରିଆଡେ ଖୋଜାଖୋଜି ପରେ ନପାଇବାରୁ ଚାନ୍ଦୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନାବାଳିକାର ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣା ବିଷୟରେ ଜାଣି ଥାନାକୁ ଖବର ଦେଇଥିଲେ । ଖବର ପାଇ ଚାନ୍ଦୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦାସ୍ଥିତ ପିଆରଏମ ମେଡିକାଲକୁ ପଠାଇବା ସହ ନାବାଳିକାର ପରିବାର ଲୋକଙ୍କୁ ଖବର ଦେଇଥିଲେ । ନାମାଳିକା ଜଣକ ଦୁଷ୍କର୍ମ ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ପୁଲସି ଗତକାଲି ଅଭିଯୁକ୍ତକୁ ଗିରଫ କରି ଡାକ୍ତରଖାନାରେ ଡାକ୍ତରୀମାଇନା କରିିବା ପରେ କୋର୍ଟଚାଲାଣ କରିଥିଲା । ପୀଡିତା ଜଣକ ସଂକଟାପନ୍ନ ଅବସ୍ଥାରେ ଥିବା ଜଣାପଡିବା ପରେ ଆଜି କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛଇ । ଏନେଇ ଥାନା କେସ ନଂ୪୮/୨୧ ଧାରା ୩୬୩, ୩୪୨, ୩୭୬ ପସ୍କୋ ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!