Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜନ୍ମଦିନରେ ଅନୁଷ୍କାଙ୍କ ବଡ ବୟାନ, ପ୍ରଥମ ଦେଖାରେ ଭଲ ଲାଗିନଥିଲେ….

by ସଞ୍ଜୟ ସ୍ୱାଇଁ
May 1, 2021
in Lifestyle, NATIONAL NEWS
ଜନ୍ମଦିନରେ ଅନୁଷ୍କାଙ୍କ ବଡ ବୟାନ, ପ୍ରଥମ ଦେଖାରେ ଭଲ ଲାଗିନଥିଲେ….
297
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ନାମିଦାମୀ ସେଲିବ୍ରିଟି ଯୋଡିରେ ଗଣାହୁଅନ୍ତି କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା । ଉଭୟ ସମ୍ପର୍କ ନେଇ ସେ ସଦା ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ଏହି ଦୁଇଯୋଡ଼ି ଉଭୟ ଉଭୟ ରିଲେସନକୁ ନେଇ ଅନେକ ରୋଚକ ତଥ୍ୟ ଦର୍ଶକଙ୍କୁ ଜଣାଇଥାନ୍ତି । ଏମିତି ପୁଣି ଗୋଟେ ଖୁଲ୍ଲାସା କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ସେ କହିଛନ୍ତି ପ୍ରଥମ ଦେଖାରେ କୋହଲି ମୋତେ ବହୁତ ଅହଙ୍କାରୀ ଲାଗିଥିଲେ । ଏମାନଙ୍କର ପ୍ରଥମ ଦେଖା କୌଣସି କମେଡି ସିନ ଠାରୁ କମ୍ ନଥିଲା । ଆଜି ନିଜର ୩୩ ତମ ଜନ୍ମଦିନରେ ଏମିତି ଖୁଲ୍ଲାସା କରିଛନ୍ତି ଅନୁଷ୍କା । ୨୦୧୩ରେ ଏକ ସାମ୍ପୁ ବିଜ୍ଞାପନ ସୁଟିଂ ସେଟରେ ଉଭୟଙ୍କର ଭେଟ ହୋଇଥିଲା । ଯେତେବେଳେ ଏହା ଟିଭିରେ ଟେଲିକାଷ୍ଟ ହେଲା ସେତେବେଳେ ଲୋକ ଏମାନଙ୍କର ସମ୍ପର୍କକୁ ନେଇ ବହୁତ ଗସିପ କରିଥିଲେ । ଯଦିଓ ଉଭୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ତେବେ ପରେ ଏକ ଇଣ୍ଟରଭିୟୁରେ ପତୀ ବିରାଟଙ୍କ ସମ୍ପର୍କରେ ପଚରାଯିବାରୁ ଅନୁଷ୍କା କହିଥିଲେ ଯେ, ପ୍ରଥମ ଦେଖାରେ କୋହଲି ମୋତେ ବହୁତ ଅହଙ୍କାରୀ ଲାଗିଥିଲେ । କିନ୍ତୁ ପରେ ମୋର ଏହି ଧାରଣା ଭୂଲ ସାବ୍ୟସ୍ତ ହୋଇଥିଲା । ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି ଅନୁଷ୍କା ଶର୍ମା । ରବନେ ବନାଦି ଯୋଡି ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଜଣଙ୍କ ଏବେ ସକ୍ସେସ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଏଇ ନିକଟରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ସ୍ୱାମୀ କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବେଶ୍ ଭଲ ରହିଆସିଛି । ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ଏହି ଅଭିନେତ୍ରୀ ନିଜର ଖାସ ଅନ୍ଦାଜ ପାଇଁ ବି ଟାଉନରେ ବେଶ ପରିଚିତ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!