Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡାବୁଗାଁ ଅଞ୍ଚଳରେ ଲକଡାଉନ ପାଇଁ ଦାବି

by Sanjay Swain
April 29, 2021
in Nayagarh
ଡାବୁଗାଁ ଅଞ୍ଚଳରେ ଲକଡାଉନ ପାଇଁ ଦାବି
112
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ଭୁତାଣୁର ଭୟାବହତାକୁ ଦେଖୀ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ତଥା,ପଞ୍ଚାୟତ ଗୁଡିକ ଲକଡାଉନ ଘୋଷଣା କରିଛନ୍ତି । ଠିକ ସେହି ଭଳି ଡାବୁଗାଁ ଅଞ୍ଚଳରେ ମଧ୍ୟ ଜିଲ୍ଲା ପ୍ରସାସନ ପକ୍ଷରୁ ଦୃଡ଼ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।କାରଣ ଡାବୁଗାଁ ଅଞ୍ଚଳ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ ଏହି ଅଞ୍ଚଳରେ ଅଧିକାଂଶ ଲୋକ ମାନୁ ନାହାନ୍ତି କୋଭିଡ କଟକଣା ଏବଂ ସଚେତନତା ର ଭରପୁର ଅଭାବ ରହିଛି । ସତର୍କତା ଦୃଷ୍ଟିରୁ ଯଥାଶୀଘ୍ର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଭଲ ହୋଇଥାନ୍ତା ନଚେତ ଆଗାମୀ ଦିନରେ ସ୍ଥିତି ଆହୁରି ଭୟାବହ ହେବ। ଖାଲି ଏତିକି ନୁହେଁ ଲକଡାଉନ ସମୟରେ ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଭଲ ହୋଇଥାନ୍ତା ।ମାସ୍କ ଚେକିଙ୍ଗ, ସାମାଜିକ ଦୂରତା, ଏବଂ ଯେଉଁ ମାନେ ବାହାର ଗାଁ ଗୁଡିକ ରୁ ଡାବୁଗାଁ କୁ ଗାଡ଼ିରେ ଆସୁଛନ୍ତି ସେମାନଙ୍କ ଗାଡି କାଗଜପତ୍ର ସହ ହେଲମେଟ ଚେକିଙ୍ଗ ବୋଲି ସ୍ଥାନେ ସ୍ଥାନେ ଆଲଚନା ହେଉଛି । ଏଭଳି ନିସ୍ୱତୀ ନେବା ପୂର୍ବରୁ ଡାବୁଗାଁ ଅଞ୍ଚଳରେ ଗାଡ଼ି ରେ ମାଇକ ସାହାଯ୍ୟରେ ଜଣାଇଦେଲେ ମଧ୍ୟ ଆହୁତି ଭଲ ହୋଇଥାନ୍ତା ଏବଂ ଏସବୁ ପାଇଁ ସ୍ଥାନୀୟ ବକଣି ଭାଇ ମାନଙ୍କ ସହଜଗର ମଧ୍ୟ ଆବଶ୍ୟକତା ରହିଛି, କାରଣ ଲୋକମାନେ ପୂର୍ବରରୁ ପ୍ରସ୍ତୁତ ହଇ ପରିଥାନ୍ତେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମ ପଡୋଶୀ ରାଜ୍ୟ ଗୁଡିକରୁ ବହୁସଂଖ୍ୟକ ଲୋକ ବର୍ତ୍ତମାନ ଡାବୁଗାଁ ଅଞ୍ଚଳକୁ ଆସୁଛନ୍ତି । ତେଣୁ ଆମ ରାଜ୍ୟ ସହ ଯେଉଁ ରାଜ୍ୟର ବଡର ଲାଗିଛି ସେସବୁକୁ ମଧ୍ୟ କିଛିଦିନ ପାଇଁ ବନ୍ଦ କରାଯାଉ ଏବଂ ବାହାର ରାଜ୍ୟରୁ ଆସୁଥିବା ବଡ଼ବଡ଼ ଗାଡିଗୁଡିକକୁ ମଧ୍ୟ କିଛି ଦିନ ପାଇଁ ଆସିବା ପାଇଁ ଅନୁମତି ଦିଆନଗଲେ ଭଲ ହୋଇଥାନ୍ତା । ନଚେତ ଆଗାମୀ ଦିନରେ ହେବାକୁ ଯାଉଥିବା ମହା ବିପଦକୁ ରୋକିବା କଷ୍ଟକର ହୋଇଯିବ । ସୂଚନାନୁସାରେ, ଆଗାମୀ ଦିନରେ କରୋନା ରୋକିବା ପାଇଁ ବହୁତ ମହତ୍ଵପୂର୍ଣ୍ଣ ବଳି ବିଶେଷଜ୍ଞ ମାନେ ବି କହୁଛନ୍ତି ।ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!