ମୁମ୍ବାଇ, (ବାଘୁଆବାର୍ତ୍ତା): ଆସନ୍ତା କାଲି ଠୁ ମହାରାଷ୍ଟ୍ରରେ ଲକଡାଉନ୍ ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ରାତି ୮ଟାରୁ ରାଜ୍ୟରେ ସଂପୁର୍ଣ୍ଣ ଲକଡାଉନ୍ ହୋଇପାରେ । ଏ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି ।