ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ୧୪୪ଧାରା ଜାରି କରାଯାଇଛି । ଆସନ୍ତା କାଲି ଦିନ ୧୨ଟା ରୁ ୧୪୪ଧାରା ଲାଗୁ ହେବ । ପୁରା ରଥଦାଣ୍ଡ ଲାଗିବ ୧୪୪ଧାରା । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ସମୟରେ ଛାତ ଉପରେ ବି କେହି ନଦେଖୀବା ପାଇଁ ମଧ୍ୟ କଟକଣା କରାଯାଇଛି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।





