ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି । ଆଗକୁ ଥିବା ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରଚାର ପାଇଁ କୈାଣସି ସଭା, ସମିତି ଆୟୋଜନ କରିବ ନାହିଁ ବୋଲି ସ୍ଫଷ୍ଟ କରିଛନ୍ତି । ପ୍ରତିଟି ଜୀବନ ମୁଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଓଡ଼ଶା ତାଙ୍କ ପରିବାର ବାର୍ତ୍ତାକୁ ଦୃଢ କରିଛନ୍ତି ।





