Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଏସପି ରୁ ଇନିସପେକ୍ଟର ହେଲେ ୨୮ ଅଧିକାରୀ

by ସଞ୍ଜୟ ସ୍ୱାଇଁ
April 16, 2021
in Breaking, State
ଡିଏସପି ରୁ ଇନିସପେକ୍ଟର ହେଲେ ୨୮ ଅଧିକାରୀ
930
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଇନଚାର୍ଜ ଡିଏସପି ଭାବେ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କୁ ଆଜି ଇନିସପେକ୍ଟର ଭାବେ ତଳ ପଦବୀକୁ ଅଣାଯାଇଛି । ସୁଚନା ଅନୁସାରେ ବିଭିନ୍ନ ଲାଞ୍ଚ କାରବାର ଓ ବିଭାଗୀୟ ପ୍ରୋସିଡିଙ୍ଗ ଲାଗି ୨୮ ଜଣ ଅଧିକାରୀଙ୍କୁ ବିଭାଗୀୟ ଦଣ୍ଡ ମିଳିଛି । ଅନୁପ କାନୁନ୍ଗୋ ସତ୍ୟଜିତ ମିଶ୍ର, କେପି ଦାସଙ୍କୁ ଡିଏସପି ପାହିଆରୁ ଖସାଯାଇଛି । ସେହିପରି ଭାବେ ରଂଜନ ଦେ, ପୁଷ୍ପଲତା ବାରିକ, ଶ୍ରୀମନ୍ତ ବାରିକ, ଅଜୟ ମିଶ୍ର, ସୂର୍ଯ୍ୟମଣି ପ୍ରଧାନ, ଇତି ଦାସ ଓ ମନୋଜ ସାମନ୍ତଙ୍କୁ ଇନିସପେକ୍ଟର ପାହିଆକୁ ଅଣାଯାଇଛି । ଡିଜିପି ଅଭୟ ତୁରନ୍ତ ଇନିସପେକ୍ଟର ଭାବେ ଦାୟିତ୍ୱ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!