ଓଡ଼ଗାଁ(ବାଘୁଆବାର୍ତ୍ତା): ସମ୍ପ୍ରତି ଓଡ଼ିଶାରେ କରୋନା ଦ୍ଵିତୀୟ ଲହର ବଢ଼ିଚାଲିଥିବାବେଳେ ଓଡ଼ଗାଁ ଏନ.ଏସି ଅଞ୍ଚଳରେ କରୋନା ପ୍ରଭାବରୁ ବାଦ ପଡ଼ିନାହିଁ ।
ଆଜି ଓଡ଼ଗାଁ ଏନ.ଏସି ଅଞ୍ଚଳରୁ ଦୁଇଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।ଜଣେ ଓଡ଼ଗାଁ ବ୍ଲକ ପଛପଟରୁ ହୋଇଥିବାବେଳେ ଅନ୍ୟ ଜଣେ ଓଡ଼ଗାଁ ମନ୍ଦିର ରୋଡ଼ ମାର୍କେଟ ଅଞ୍ଚଳର ବୋଲି ଅସମର୍ଥୀତ ସୂତ୍ରରୁ ସୂଚନା ମିଳିଅଛି ।ଜନସାଧାରଣ ସତର୍କତା ଅବଲମ୍ବନ ନ କଲେ ଏହି ସଂଖ୍ୟା ବୃଦ୍ଧିପାଇବାର ସମ୍ଭାବନା ରହିଅଛି ।






