Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନଲାଇନ ପରୀକ୍ଷା ପାଇଁ ଦାବି:କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କଲେ ଛାତ୍ରଛାତ୍ରୀ

by Sanjay Swain
April 11, 2021
in Nayagarh
ଅନଲାଇନ ପରୀକ୍ଷା ପାଇଁ ଦାବି:କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କଲେ ଛାତ୍ରଛାତ୍ରୀ
61
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା): ସମ୍ପ୍ରତି ସମଗ୍ର ପୃଥିବିରେ କରୋନା ଭାଇରସର ଦ୍ଵିତୀୟ ଲହର ପ୍ରସାର ହେବାସଙ୍ଗେ ସଙ୍ଗେ ଓଡ଼ିଶାରେ ଏହାର ଭୟାବହତା ବଢ଼ିବାରେ ଲାଗିଅଛି ।ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ଏହି ଦ୍ଵିତୀୟ ଲହର ତାହାର କେନ୍ଦ୍ରସ୍ଥଳୀରୂପେ ବାଛି ନେଇଛି ।ଯାହା ଦ୍ୱାରା ବିଭିନ୍ନ ଛାତ୍ରଛାତ୍ରୀ ଏବଂ ଶିକ୍ଷା କର୍ମଚାରୀଗଣ ଏହାର ସମ୍ମୁଖୀନ ହେଉଛନ୍ତି।
ଉଚ୍ଚଶିକ୍ଷାବିଭାଗ ଦ୍ଵାରା ପରିଚାଳିତ +୨ ଶେଷବର୍ଷ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବାକୁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ପଠନରତ +୨ କଳା ଏବଂ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ନାରାବାଜି ଦେବା ସହ ସାମୟିକ ସମୟ ପାଇଁ କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଏବଂ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମଧ୍ୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କୁ ପ୍ରଦାନ କରିଥିଲେ।ବିଶେଷ କରି କଳା ଏବଂ ବିଜ୍ଞାନ ବିଭାଗର ବିଭିନ୍ନ କ୍ଲାସ ହେଉନଥିବାରୁ ସାମାନ୍ୟ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା।ଅନଲାଇନ ହେଉ ଅବା ଅଫଲାଇନ ପରୀକ୍ଷା ପରିଚାଳନା ନିଷ୍ପତ୍ତି କେବଳ ଉଚ୍ଚଶିକ୍ଷା ବିଭାଗ ,ଓଡିଶାଙ୍କ ଉପରେ ନିର୍ଭର କରେ ବୋଲି କଲେଜ ଅଧ୍ୟକ୍ଷ କହିବା ପରେ ଛାତ୍ରଛାତ୍ରୀମାନେ ଫେରିଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!