Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ଦିଆନଙ୍କ ‘ଉତ୍କଳିକା’ ପରିଦର୍ଶନ

by ସଞ୍ଜୟ ସ୍ୱାଇଁ
April 7, 2021
in Feature News
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ଦିଆନଙ୍କ ‘ଉତ୍କଳିକା’ ପରିଦର୍ଶନ
42
VIEWS
Share on FacebookShare on Twitter

ଭୁବନେଶ୍ୱର, ,(ବାଘୁଆବାର୍ତ୍ତା): ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲ ଃି (ଉତ୍କଳକି ।) ପରିଦର୍ଶନ ରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀମତୀ ଦିଆନ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା
‘ଉତ୍କଳିକା’ର ବିଭିନ୍ନ ଶାଖାର କ୍ରୟ ଓ ବିକ୍ରୟର ସମୀକ୍ଷା କରିଥିଲେ । ‘ଉତ୍କଳିକା’ ଶାଖାର ନବୀକରଣ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟର କାରିଗରମାନଙ୍କଠାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିପରି ସୁଚାରୁ ରୂପେ କ୍ରୟ ହୋଇ ବିଭିନ୍ନ ଶାଖାରେ ବିକ୍ରୟ ହୋଇପାରିବ ସେ ସମ୍ବନ୍ଧରେ ମଧ୍ୟ ମନ୍ତ୍ରୀ ଶ୍ରୀମତୀ ଦିଆନ ଆଲୋଚନା କରିଥିଲେ । ଆଉ ମଧ୍ୟ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା
ଉପରେ ମନ୍ତ୍ରୀ ଆଲେ ।ଚନା କରିଥିଲେ । ଏହି ଅବ ସର ରେ ‘ଉତ୍କଳିକା’ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସ୍ୱୟଂପ୍ରଭା ମୁଦୁଲି ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକୁ ବ୍ୟବସାୟିକ ଭିତ୍ତିରେ ସଂଗଠିତ କରି କ୍ରୟ କରିବା, ରାଜ୍ୟ ତଥା ରାଜ୍ୟ ବାହାରେ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକୁ ନିଜସ୍ୱ ବିକ୍ରୟ କେନ୍ଦ୍ର ମାଧ୍ୟମରେ ବିକି୍ର କରିବା, କାରିଗରମାନଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ଆଦି ‘ଉତ୍କଳିକା’ର ମୁଖ୍ୟ ଲକ୍ଷ୍ୟ । ଏହି ନିଗମର ୧୪ଟି ବିକ୍ରୟ ଶାଖା ଓ ୩ଟି କଞ୍ଚାମାଲ କେନ୍ଦ୍ର ଅଛି । ରାଜ୍ୟ ବାହାରେ ନୂଆଦିଲ୍ଲୀ, ପୁନେ, କୋଲକାତା, ହାଇଦ୍ରାବାଦ୍‌, ବେଙ୍ଗାଲୁରୁ, ମୁମ୍ବାଇଠାରେ ବିକ୍ରୟ ଶାଖା
ରହିଛି । ସେହିପରି ରାଜ୍ୟ ଭିତରେ ଭୁବନେଶ୍ୱର, ଭୁବନେଶ୍ୱର ବିମାନବନ୍ଦର, ପୁରୀ, ରାଉରକେଲା, କଟକ, ସମ୍ବଲପୁର, ଜୟପୁର ଓ ଅନୁଗୋଳଠାରେ ‘ଉତ୍କଳିକା’ର ବିକ୍ରୟ କେନ୍ଦ୍ର ରହିଛି । ପିପିଲି (ଚାନ୍ଦୁଆ), କଣ୍ଟିଲୋ (କଂସାପିତ୍ତଳ), ମଞ୍ଚେଶ୍ୱର (ପଥର, ଟସର, ତାଳପତ୍ର)ଠାରେ କଞ୍ଚାମାଲ କେନ୍ଦ୍ର ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!