ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ କାୟା ବିସ୍ତାର କରିବା ଆରମ୍ଭ କରିଛି । ଆଜି ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଫଳରେ ଜିଲ୍ଲାରେ ଆକ୍ଟିଭ ମାମଲା ୧୩ରେ ପହଞ୍ଚିଥିବା ଜଣାଯାଇଛି । କିଛି ଦିନ ମଧ୍ୟରେ ଆକ୍ଟିଭ ଆକ୍ରାନ୍ତ ସଂଖ୍ୟା ଦୁଇ ଅଙ୍କ ଛୁଇଁଥିବା ସ୍ପଷ୍ଟ ହୋଇଛି ।






