Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଧାନସଭାରେ ଅସହିସ୍ମୁତା: ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ

by ସଞ୍ଜୟ ସ୍ୱାଇଁ
April 3, 2021
in Breaking, State
ବିଧାନସଭାରେ ଅସହିସ୍ମୁତା: ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ
199
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦଙ୍ଗା କରୁଥିବା ବିଜେପି ଦଳ ଆଜି ପବିତ୍ର ଯାଗାରେ ତା’ର ସୀମା ପାର କରିଛି । ପବିତ୍ର ଗୃହକୁ ଚଲାଉଥିବା ବାଚସ୍ପତିଙ୍କ ଉପରକୁ ଆଜି ବିଜେପି ସଦସ୍ୟ ମାନେ ହୋହାଲ୍ଲା କରିବା ସହିତ ବାଚସ୍ପତିଙ୍କ ଉପରକୁ ଚପଲ ଓ ଇୟର ଫୋନ ଫିଙ୍ଗଛନ୍ତି । ଏହା କି ମାନସିକତା ବୋଲି ବୁଝା ପଡିନାହିଁ । ତେବେ ରାଜ୍ୟରେ ବିଜେପି ଶାସନକୁ ଆସିବା ପୂର୍ବରୁ ଯେଉଁ ଭଳି ଭାବେ ଦଙ୍ଗାର ଜଲୱା ଦେଖାଉଛି, ଯଦି ଶାସନକୁ ଆସିବ ତେବେ କ’ଣ କରିବ ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି? ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ସେ କେବଳ ଇଅର ଫୋନ୍ ଓ କଲମ ଫିଙ୍ଗିଛନ୍ତି ବୋଲି ସ୍ୱୀକାର କରିଥିବା ବେଳେ ଚପଲ ଫୋପାଡିବା ବିଷୟରେ ଅବଗତ ନଥିବା ପ୍ରକାଶ କରିଛନ୍ତି । ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହେବା ପରେ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚପଲ ଫିଙ୍ଗାଯାଇଥିଲା । ବିରୋଧିଙ୍କ ହୋହାଲ୍ଲା ଭିତରେ ଲୋକାୟୁକ୍ତ ସଂଶୋଧନ ବିଲ୍ ପାରିତ ହୋଇଯାଇଛି । ଫଳରେ ଏଣିକି ଲୋକାୟୁକ୍ତ ସଦସ୍ୟଙ୍କୁ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ । ପୂର୍ବରୁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଓଡ଼ିଶା ସହ ସମଗ୍ର ଦେଶରେ ନିଯୁକ୍ତି ବ୍ୟବସ୍ଥା ଥିଲା । ତେଣୁ ବିଜେପିର ଏଭଳି ପୋଡିୟମ ଉପରକୁ କଲମ ଓ ଇୟର ଫୋନ ଫିଙ୍ଗିବା ଅସହିଷ୍ଣୁତା ଆଡ଼ାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!