Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିପିନ ସଭାପତି, କାଳୁ ସମ୍ପାଦକ

by ସଞ୍ଜୟ ସ୍ୱାଇଁ
March 27, 2021
in Nayagarh
ବିପିନ ସଭାପତି, କାଳୁ ସମ୍ପାଦକ
981
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବାର ଆସୋସିଏସନ୍ ପାଇଁ ଆଜି ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ସଭାପତି ପଦ ପାଇଁ ଆଇନଜିବୀ ବିପିନ କୁମାର ଧଳ, ରଣଜିତ ଦାଶ ଏବଂ ବଂଶୀଧର ରାଉତରାୟଙ୍କ ମଧ୍ୟରେ ତ୍ରୀମୂଖୀ ଲଢ଼େଇ ହୋଇଥିଲା । ଏଥିରେ ବିପିନ କୁମାର ଧଳ ରଣଜିତ ଦାଶଙ୍କୁ ମାତ୍ର ୧ଟି ଭୋଟରେ ପରାଜୟ କରିଥିବା ସୂଚନା ମିଳିଛି । ସେହିଭଳି ଭାବେ ଆଜିର ନିର୍ବାଚନରେ ଉପସଭାପତି ଭାବେ ମଦନ ପଣ୍ଡା ୧୦୫ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂମ୍ପାଦକ ଭାବେ କାଳୁ ଚରଣ ସ୍ୱାଇଁ ୧୦୭ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ଭାବେ ଯୁଗ୍ମ ସଂପାଦକ ଭାବେ ବିଶ୍ୱେଷ ରଞ୍ଜନ ମହାପାତ୍ର ୧୨୨ ଖଣ୍ଡ ଭୋଟ ପାଇଛନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ପ୍ରଣବ କୁମାର ବିଶୋଇ ୯୬ ଖଣ୍ଡ ପାଇ ନିର୍ବାଚିତ ହୋଇଥିବା ଜଣାଯାଇଛି । ସେହିଭଳି ଭାବେ ୬ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ସନ୍ତୋଷ କୁମାର ରାଉତରାୟ, ପ୍ରମୋଦ କୁମାର ନାୟକ, ଚିତ୍ତରଞ୍ଜନ ପ୍ରଧାନ, କୁଳେଶ ଚନ୍ଦ୍ର ମହାନ୍ତି, ସଞ୍ଜୟ ନାୟକ, ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!