Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟିଡ଼ିଓ

by ସଞ୍ଜୟ ସ୍ୱାଇଁ
March 25, 2021
in Breaking, Planning and Development, State
ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟିଡ଼ିଓ
123
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡ଼ିଓ ନବୀକରଣ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶିଳାନ୍ୟାଶ କରିଛନ୍ତି । ଏଥିରେ ୨୦୦କୋଟି ଟଙ୍କା ବିନିଯୋଗ କରାଯାଇ କଳିଙ୍ଗ ଷ୍ଟୁଡ଼ିଓର ନୂତନ ରୂପରେଖରେ ପରିବର୍ତ୍ତନ ହେବ । ଇଡକୋ ଏହାର ନବୀକରଣ ଦାୟୀତ୍ୱ ନେଇଛି । ୧୯୮୦ମସିହାର ଏହି ପୁରୁଣ ଷ୍ଟୁଡ଼ିଓକୁ ନବିକରଣ କରାଯାଇ ବିଶ୍ୱସ୍ତରୀୟ ଷ୍ଟୁଡ଼ିଓରେ ପରିଣତ କରାଯିବ । ୨୦୨୨ସୁଦ୍ଧା ନବୀକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନୂତନ ଷ୍ଟୁଡ଼ିଓ ମଧ୍ୟରେ ଇନେଡାର ଷ୍ଟୁଡ଼ିଓ, ଶିଶୁ ଉଦ୍ୟାନ, ଆନିମେସନ୍, ବିଶବସ୍ତୁଭଳି ପାର୍କ ଭଳି ଛୋଟ ଛୋଟ ଷ୍ଟୁଡ଼ିଓ ଓ ଡବିଂ କାର୍ଯ୍ୟ କରାଯିବ । ସୂଚନାନୁସାରେ, ଏହା ପୂର୍ବଭାରତର ଏକ ପୁରୁତାନ ଷ୍ଟୁଡ଼ିଓ । ଏହି ଷ୍ଟଡ଼ିଓରେ ଅନେକ ଉଚ୍ଚକୋଟିର ସିନେମା ନିର୍ମାଣ ହୋଇଛି । ପରୋକ୍ଷରେ ୧୦ହଜାର ଲୋକଙ୍କୁ ଏଥିରେ ନିଯୁକ୍ତିର ସୁଯୋଗ ମିଳି ପାରିବ ବୋଲି ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!