Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଉଜ ଏ ତମେ କ’ଣ କଲ!

by ସଞ୍ଜୟ ସ୍ୱାଇଁ
March 17, 2021
in Crime, NATIONAL NEWS
ଭାଉଜ ଏ ତମେ କ’ଣ କଲ!
937
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଘର ଭିତରେ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ଲାଗି ଏକ ବଡ଼ କାରନାମା କରିଛନ୍ତି ଭାଉଜ । ଯେଉଁଥି ପାଇଁ ନଣନ୍ଦ ପାଖକୁ ଆସୁଛି ଗଣ୍ଡା ଗଣ୍ଡା ଅଶ୍ଳୀଳ କଲ । ଏଭଳି ଏକ ଘଟଣା ଘଟିଛି ଆଗ୍ରା ଅଞ୍ଚଳରେ । ସୂଚନାନୁସାରେ, ଉତ୍ତରପ୍ରଦେଶର ଆଗ୍ରା ଅଞ୍ଚଳରେ ଗୋଟିଏ ପରିବାରରେ ନଣନ୍ଦ-ଭାଉଜଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସେଥିରେ ଉତକ୍ଷେପିତ ହୋଇ ଭାଉଜ ଜଣକ ନଣନ୍ଦର କିଛି ଫଟୋ ଓ ମୋବାଇଲ ନମ୍ବରକୁ ନେଇ ଏକ ଅଶ୍ଲୀଳ ୱେବସାଇଟରେ ଅପଲୋଡ କରିଥିଲେ । ଖାଲି ଏତିକିରେ ଭାଉଜର ମନ ଶାନ୍ତି ହୋଇନଥିଲା ଯେ, ବେଶ୍ୟାବୃତ୍ତି ପାଇଁ ଏହି ନମ୍ବର ଉପଲବ୍ଧ ଥିବା ଦର୍ଶାଇଥିଲେ । ଯେଉଁଥି ପାଇଁ ନଣନ୍ଦ ପାଖକୁ ଅଶ୍ଲୀଳ ମେସେଜ ଓ ଭିଡ଼ିଓ କଲ ଆସିବା ଆରମ୍ଭ ହୋଇଥିଲା । ତାହା ପୁଣି ନଣନ୍ଦର ଅଜାଣତରେ ଭାଉଜ କରିଥିଲା ଏଭଳି କାଣ୍ଡ । ପାଖକୁ ବାରମ୍ବାର କଲ ଆସିବାରୁ, ନଣନ୍ଦ ଫୋନ ରିସିଭ୍ କରୁ କରୁ କେତେ ଟଙ୍କା ନେଇ ରାତିକ ପାଇଁ ପଚାରିବାରୁ ମାନସିକ ଚିନ୍ତାଗ୍ରସ୍ତ ଥିଲା । ତେବେ ନଣନ୍ଦର ଜଣେ ସାଙ୍ଗ ତା’କୁ ଫୋନ କରି ସବୁ କଥା କହିବାରୁ ନଣନ୍ଦ ଜଣକ ଯାଇ ଥାନାରେ ଭାଉଜ ଓ ଜଣେ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ନଣନ୍ଦ ଜଣକ ଭାଉଜକୁ ପଚାରୁଛି ଭାଉଜ ଏ ତମେ କ’ଣ କଲ? ମୋ ଜୀବନ ସହିତ ତମେ କାହିଁକି ଏମିତି କଲ ବୋଲି ପ୍ରଶ୍ନ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!