Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୋମା ଖଞ୍ଜୁଥିବା ବେଳେ ୬ ନକ୍ସଲ ଗିରଫ, ଟିଫିମ ବୋମା ଜବତ

by ସଞ୍ଜୟ ସ୍ୱାଇଁ
March 17, 2021
in Feature News
ବୋମା ଖଞ୍ଜୁଥିବା ବେଳେ ୬ ନକ୍ସଲ ଗିରଫ, ଟିଫିମ ବୋମା ଜବତ
341
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଅଂଚଳରେ ରାସ୍ତାରେ ବୋମା ଖଞ୍ଜୁଥିବା ବେଳେ ୬ ଜଣ ନକ୍ସଲକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ତରେମ ପାଟଲପାରା ଟେକରି ଅଂଚଳରେ ଏକ ଲ୍ୟାଣ୍ଡମାଇନ ମଧ୍ୟ ଉଦ୍ଧାର କରିଛି। ପୁଲିସ କହିବା ଅନୁଯାୟୀ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ କମ୍ବିଂ ପାଇଁ ବାହାରିଥିଲେ। ତେବେ ଏହି ସମୟରେ ତେରମ ଏବଂ ସିଲଗେର ମଧ୍ୟରେ ରହିଥିବା ରାସ୍ତାକୁ ଖୋଳି ନକ୍ସଲ ବୋମା ଖଞ୍ଜୁଥିଲେ। ପୁଲିସକୁ ଦେଖି ନକ୍ସଲ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ସମସ୍ତ ଅଂଚଳକୁ ଘେରି ୪ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲା।ସେମାନଙ୍କ ନିକଟରେ ଟିଫିନ ବୋମା, ଡିଟୋନେଟର, କୋଡେକ୍ସ ତାର, ବିଦ୍ୟୁତ ତାର, ଗାତ ଖୋଳିବା ପାଇଁ ବ୍ୟବହୃତ ଲୁହା ସାମଗ୍ରୀ ଇତ୍ୟାଦି ଜବତ କରାଯାଇଛି। ଗିରଫ ହୋଇଥିବା ଏହି ଚାରି ଜଣ ନକ୍ସଲ ହେଲେ ମିଡିୟମ ଚେତୁ, ଉଇକା ଆଇତୁ, ତାମୁ ମୁଙ୍ଗୁ ଏବଂ ତାମୁ ଜଗା।

ସେହିପରି ବେତରା ପୁଲିସ କୋଡେପାଲ୍ଲୀ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନରଙ୍ଗ ଭଜ୍ଜି ଏବଂ ବିଛୁ ବଡ୍ଡେକୁ ଗିରଫ କରିଥିଲା।ଏମାନେ ରାସ୍ତା ଖୋଳିବା ଏବଂ ବୋମା ଖଞ୍ଜିବାରେ ଉସ୍ତାଦ ଥିଲେ। ଅନ୍ୟ ଏକ ଘଟଣାରେ ପୁଲିସ ପାମେଡ ଏବଂ ତିପାପୁରମ ମଧ୍ୟରେ ପୁଲିସ ସର୍ଚ୍ଚ  ଅପରେସନ କରୁଥିବା ବେଳେ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଉଦ୍ଧାର କରିଛି। ୧୫୧ ସିଆପରିଏଫ, ୨୦୪ କୋବ୍ରା ଏବଂ ଏସଟିଏଫ ଯବାନ ଏହି ଲ୍ୟାଣ୍ଡମାଇନ ଉଦ୍ଧାର କରିବାରେ ସହଯୋଗ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!