Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶିଷ୍ଟ ସମାଜସେବୀଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
April 7, 2026
in State
ବିଶିଷ୍ଟ ସମାଜସେବୀଙ୍କ ପରଲୋକ
54
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ଟାଙ୍ଗୀ ଅଞ୍ଚଳର ଜଣେ ବିଶିଷ୍ଟ ସମାଜସେବୀ ପରପୋକାରି ହନିଫ ମିରାଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଟାଙ୍ଗୀ ମୁସଲିମ ସାହିର ପରଲୋକ ଗମନ କରିଥିବା ହନିଫ ଦୀର୍ଘଦିନ ଧରି ଡାଇବେଟିସରେ ଆକ୍ରାନ୍ତ ଥିଲେ ତେବେ ହଠାତ ଅସୁସ୍ଥତା ଅନୁଭବ କରିବାରେ ତାଙ୍କୁ ଭୂବନେଶ୍ବର ଏମସ ହସପିଟାଲକୁ ପଠାଯାଇଥିଲା । ତେବେ ସେଠାରେ ତାଙ୍କର ପରଲୋକ ଘଟିବା ପରେ ଟାଙ୍ଗୀ ସ୍ଥିତ ତାଙ୍କ ଜନ୍ମମାଟିରେ ରିତିରିବାଜ ଅନୁସାରେ କବର ଦିଆଯାଇଥିବା ଜଣାପଡିଛି । ଜ୍ୟେଷ୍ଠପୁତ୍ର ସଫିକ ମିରା କବର କାର୍ଯ୍ୟ ସମ୍ପାଦନ କରିଥିଲେ। ବାସ୍ତବିକ ସେ ଜଣେ ନମ୍ର,ସରଳ ସ୍ବଭାବ ପରପୋକାରି ବ୍ୟକ୍ତି ଥିଲେ। ହାକିମ ମିରା, ହମିଦ ମିରା, ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଂପାଦକ ତଥା ବ୍ଲକ କଂଗ୍ରେସ ସାଧାରଣ ସଂପାଦକ ମନୋଜ କୁମାର ପଟ୍ଟନାୟକ, ହବିବ ମହମ୍ମଦ, ମଜିଦ ମହମଦ, ସଫିକ ମହମ୍ମଦ, ଜୁଗୁନ ମିରା, ସୋହେବ ମହମ୍ମଦ, ଇସାଫିକ ଅଲ୍ଲି ଖାଁ,ପୁନା ମିରା, ଆଫ୍ରିଦ ମହମ୍ମଦ, ଆହିଦ ମହମ୍ମଦ, ଜୁଲଫିକର ଅଲ୍ଲି ଅହମ୍ମଦ, ପୁତ୍ର ଫରିଦ ମିରା ପ୍ରମୁଖଙ୍କ ସମେତ ଟାଙ୍ଗୀ,ବଖଜୁରିଆପଡା, ବାଣପୁର, କୁସୁପଲ୍ଲା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପରିବାର ବର୍ଗ ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!