Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋରଡ଼ାରେ ବାଣ ବିସ୍ଫୋରଣ:ନାବାଳକ ସମେତ ୬ଗୁରୁତର, ଦୁଇ ଅଟକ

by ସଞ୍ଜୟ ସ୍ୱାଇଁ
April 3, 2026
in Accident
କୋରଡ଼ାରେ ବାଣ ବିସ୍ଫୋରଣ:ନାବାଳକ ସମେତ ୬ଗୁରୁତର, ଦୁଇ ଅଟକ
114
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବିଶ୍ବ ଐତହାସିକ ଦଶପଲ୍ଲା ଲଙ୍କାପୋଡି ପାଇଁ ବାଣ ପ୍ରସ୍ତୁତି ବେଳେ ଭୟାଭୟ ବିସ୍ପୋରଣ ଘଟି ୬ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ନୂଆଗାଁ ଥାନା କୋରଡା ଗାଁରେ ଏହି ଭୟାଭୟ ବାଣ ବିସ୍ପୋରଣ ଘଟିଛି । ଆଗକୁ ଦଶପଲ୍ଲାରେ ଲଙ୍କାପୋଡ଼ି ଥିବାରୁ କୋରଡା ଗାଁର କାହ୍ନୁ ସେଠିଙ୍କ ଘରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବାଣ ତିଆରି ଚାଲିଥିଲା । ତେବେ କୌଣସି କାରଣରୁ ବାରୁଦରେ ନିଆଁ ଲାଗି ଯାଇଥିଲା, ଫଳରେ  ବାଣ ବିସ୍ପୋରଣ ଘଟିଥିଲା । ବାଣ ପ୍ରସ୍ତୁତ କରୁଥିବା ୬ଜଣ ଗୁରୁତର ହୋଇଛନ୍ତି , ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣା ପଡିଛି । ଗୁରୁତର ଆହତ ମାନେ ହେଲେ ହାଡ଼ିବନ୍ଧୁ ସେଠି ପୁଅ ନବ ସେଠୀ ଏବଂ ନିରଞ୍ଜନ ନାହାକ, ମାନସ ନାୟକ, ବାପି ନାୟକ ସମେତ ଜଣେ ୧୨ବର୍ଷିୟ ନାବାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ନୟାଗଡ ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ବେଳେ ସମସ୍ତଙ୍କ ଅବସ୍ଥା ସଙ୍କଟାପୂର୍ଣ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୨ଜଣଙ୍କୁ ଅଟକ ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!