Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

by ସଞ୍ଜୟ ସ୍ୱାଇଁ
June 16, 2025
in Feature News
ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ
110
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସାଇ ସମିତି ପକ୍ଷରୁ ପୋଷ୍ୟଗ୍ରାମ କଞ୍ଚନବିଲି ମନ୍ଦିର ପରିସରରେ ପବିତ୍ର ରଜ ଉତ୍ସବ ପାଳିତ ହୋଇଯାଇଛି। ସମିତିର ଆବାହକ ରାମଚନ୍ଦ୍ର ସାହୁଙ୍କ ସଂଯୋଜନାରେ ପାରମ୍ପରିକ ରଜ ଉତ୍ସବ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ବହୁ ସଂଖ୍ୟାରେ ମହିଳା ଭାଗ ନେଇ ରଜଦୋଳିର ମଜ୍ଜା ନେଇଥିଲେ। ଏଥି ସହିତ ପୁଚିଖେଳ, ଅଖାଡିଆଁ, ପାନଭଙ୍ଗା, ଅଳତା ଲଗା, ଅନ୍ଧପୁଟୁଳି ଆଦି ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଇ ସମିତିର କର୍ମକର୍ତ୍ତାମାନେ କାର‌୍ୟ୍ୟକ୍ରମରେ ଯୋଗଦେଇ ସାଇ ସନ୍ଦେଶ ଦେବା ସହ ସାଇବାବାଙ୍କ ଆଦର୍ଶ ଓ ସାମାଜିକ ଚଳଣୀରେ ମନୁଷ୍ୟ ପାଇଁ ଭକ୍ତି ମାର୍ଗ କମାତ୍ର ପନ୍ଥା ବୋଲି ଧାର୍ମିକ ତତ୍ତ୍ବବାଣୀ ପ୍ରଦାନ କରିଥିଲେ।ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ ସମିତିର ଜିଲ୍ଲା ଗ୍ରାମସେବା ମୁଖ୍ୟ ସନ୍ତୋଷ ପ୍ରଧାନ, ଆଧ୍ୟାତ୍ମିକ ସଂଯୋଜକ ବ୍ରଜବନ୍ଧୁ ମହାପାତ୍ର, ଅଧ୍ୟାପକ ନକୁଳ ନାୟକ, କାର୍ତିକ ନାୟକ, ଦେବରାଜ ମହାପାତ୍ର , ରମେଶ ମହାରଣା, ପ୍ରଫୁଲ୍ଲ ଗୁରୁ, ଅଧ୍ୟାପକ ପ୍ରଦୀପ୍ତ କୁମାର ହାତୀ, ପ୍ରଦୀପ୍ତ କୁମାର ସାହୁ, ସୁବାଶିଷ ଖୁଣ୍ଟିଆ , ବବିତା ସାହୁ, କୁନ୍ତଳା ଦେଇ, ପ୍ରିୟଙ୍କା ସାହୁ, ସସ୍ମିତା ମହାରଣା, ପ୍ରମିଳା ନାୟକ ଉପସ୍ଥିତ ଥିଲା ବେଳେ ରୁବି ନାୟକ, ଜଟାଧାରୀ ନାୟକ, ସୁଶାନ୍ତ କୁମାର ବେହେରା, ପ୍ରମିଳା ପ୍ରଧାନ ଓ ସ୍ବର୍ଣ୍ଣ ଲତା ସାହୁ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!