Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୯ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ କୁ ୯ ସ୍ଵର୍ଣ୍ଣ , ୭ ରୌପ୍ୟ ଏବଂ ୧୦ ଟି କାଂସ୍ୟ ପଦକ

by ସଞ୍ଜୟ ସ୍ୱାଇଁ
June 3, 2025
in Nayagarh, State
୯ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ କୁ ୯ ସ୍ଵର୍ଣ୍ଣ , ୭ ରୌପ୍ୟ ଏବଂ ୧୦ ଟି କାଂସ୍ୟ ପଦକ
27
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଗତ ମେ ମାସ ୩୦ ତାରିଖ ଠାରୁ ଚଳିତ ଜୁନ୍ ମାସ ୦୧ ତାରିଖ ପର୍ଯ୍ୟନ୍ତ ୯ମ ଓପନ ଜାତୀୟ ଟାଇକୋଣ୍ଡ କିରୋଗି ଏବଂ ପୁମସାଇ ଚମ୍ପିୟାନସିପ ୨୦୨୫ କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ନୂଆ ରାଜବାଟି ସ୍ଥିତ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି , ନୟାଗଡ଼ର ୩୨ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଏବଂ ପୁମସାଇ ଇଭେଣ୍ଟ ରେ ଉଭୟ ବାଳକ ଏବଂ ବାଳିକା ଭାଗ ନେଇଥିଲେ ।

 

ସେଥିମଧ୍ୟରୁ ସାଇପ୍ରିତମ ମହାରଣା, ଦିବ୍ୟାଶୁଂ ସାହୁ , ଆଦିତ୍ୟ ଷଡ଼ଙ୍ଗୀ, ରାଜ ବିନାୟକ, ରୋହନ ପଢିଆରି, ରୁପେଶ କୁମାର ପାତ୍ର, ନିର୍ଝରା ମିଶ୍ର, ଦେବାଶିଂ ବିଶ୍ବାଳ ଏବଂ ଶ୍ରୀ ଶିବାନୀ ସୁବୁଦ୍ଧି ସ୍ଵର୍ଣ୍ଣ ପଦକ ଅର୍ଜନ କରିଥିବା ବେଳେ ଭିରାଟ ପ୍ରୟାସ, ଆୟୁଷ୍ମାନ ବିହାରୀ, ସାୟାମ ସୋଭିତ ସାହୁ, ଦିବ୍ୟଜ୍ୟୋତି ସାହୁ, ଶ୍ରୀୟାସି ସାହୁ , ବିଷ୍ଣୁପ୍ରିୟା ପରିମାଣିକ, ଆୟୁଶ୍ରୀ ଦାସ ରୋୖପ୍ୟ ପଦକ ଅର୍ଜନ କରିଛନ୍ତି, ଏଥିସହିତ ତନ୍ନିଷ ସୁନ୍ଦରକା, ଆଦିତ୍ୟ ସାହୁ, ପ୍ରିତମ ପିୟୁସ ମିଶ୍ର, ଏସ ମମରାଜ ସାହିବ, ସ୍ବାସତ ସମ୍ବିତ ପ୍ରଧାନ, ସାଇ ପ୍ରସାଦ ଜଗତସିଂଗ, ନିନାଦ ବସଂ ନାୟକ, ସୋଭାଲିନ୍ ମହାପାତ୍ର, ତନଭି ମନିଷା ପ୍ରଧାନ କାଂସ୍ୟ ପଦକ କିରୋଗି ଇଭେଣ୍ଟ ରେ ଅର୍ଜନ କରିଥିବା ବେଳେ ପୁମସାଇ ଇଭେଣ୍ଟ ରେ ଦିକ୍ସା ପ୍ରିୟା କାଂସ୍ୟ ପଦକ ଅର୍ଜନ କରି ଏହି ମୋଟ ୯ଟି ସ୍ବର୍ଣ୍ଣ, ୭ଟି ରୋୖପ୍ୟ ଏବଂ ୧୦ଟି କାଂସ୍ୟ ପଦକ ହାସଲ କରି ନୟାଗଡ଼ ଜିଲ୍ଲାକୁ ଗୈାରବାନିତ୍ଵ କରିଛନ୍ତି, ନୟାଗଡ଼ ଦଳର ବାଳକ ବିଭାଗର କୋଚ ପୃଥିବୀ ରାୟଗୁରୁ ଏବଂ ମ୍ୟାନେଜର ସୋମ୍ୟରଞ୍ଜନ ସାହୁ ତଥା ବାଳିକା ବିଭାଗର କୋଚ ଶିବାନନ୍ଦ ରାୟଗୁରୁ ଏବଂ ମ୍ୟାନେଜର ଶୁଭଶ୍ରୀ ରାୟଗୁରୁ ଦଳ ସହିତ ଯାତ୍ରା କରିଥିଲେ, ନୟାଗଡ଼ ଦଳ ତା ୦୨/୦୬/୨୦୨୫ ତାରିଖ ରେ ନୟାଗଡ଼ ତ୍ରିନାଥ ଛକ ଠାରେ ପହିଥିବା ପରେ ଅଭିଭାବକ ତଥା ଖେଳ ପ୍ରେମୀ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଥିବା ବିଷୟରେ ଅନୁଷ୍ଠାନ ର ମୂଖ୍ୟ ଭବାନୀ ଶଙ୍କର ରାୟଗୁରୁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!