ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଉପସ୍ଥିତ ରହିଛନ୍ତି । ଏହାସହିତ ଏହି ବୈଠକରେ ଆଇପିଏସ୍ ଚରଣ ସିଂ ମୀନା ଏବଂ ପିସିସିଏଫ୍ ମଧ୍ୟ ସାମିଲ ରହିଛନ୍ତି । ତେବେ କୌଣସି ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହେଉଛି । ତାହା ଏବେ ଯାଏଁ ଜଣାପଡିନାହିଁ ।






