Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ଦ୍ଦୋଶକୁ ଦୋଷୀ ସଜାଇ ଦେଲା ପୋଲିସ

by ସଞ୍ଜୟ ସ୍ୱାଇଁ
May 27, 2025
in State
ନିର୍ଦ୍ଦୋଶକୁ ଦୋଷୀ ସଜାଇ ଦେଲା ପୋଲିସ
53
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ନିର୍ଦ୍ଦୋଶକୁ ଦୋଷୀ ସଜାଇ ଦେଲା ପୋଲିସ । ବିନା ଦୋଷରେ ୩ ମାସ ଜେଲ୍ ଭୋଗିଲେ ଝିଅର ମା’-ବାପା । ସାବାଳିକାକୁ ନାବାଳିକା ସଜାଇଲା ପୋଲିସ । ଝିଅକୁ ୧୮ ବର୍ଷ ହେଲା ପରେ ବାହା କରାଇଥିଲେ ମା’-ବାପା । ହେଲେ ଉଦ୍ଦେଶ୍ୟମୂଳକ ଭାବେ ଗାଁ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ କ୍ରମେ ନାବାଳିକାକୁ ବାହା କରାଇଥିବା ଅଭିଯୋଗରେ ମା’, ବାପା, ଶାଶୁ, ଶ୍ବଶୁର, ସ୍ବାମୀଙ୍କୁ ଗିରଫ କରିଥିଲା ବିନିକା ପୋଲିସ । ୫୦ ହଜାର ଟଙ୍କା ଦେଲେ କେସ୍ ରଫାଦଫା କରିଦେବା ନେଇ ପୋଲିସ କହିଥିବା ପୀଡିତା କହିଛନ୍ତି । ସୂଚନାଯୋଗ୍ୟ ଯେ, ସୋନପୁର ବିନକା ବ୍ଲକ ଜାମ ଛାପର ଗାଁର ବାଲେକ ଚରଣ ନାଗ ଭୁର୍ସାପାଲି ଗାଁରେ ୨୦୨୧ ମସିହା ମାର୍ଚ୍ଚ ୫ ତାରିଖରେ ବିବାହ କରିଥିଲେ । ସେତେବେଳେ ଝିଅଟିକୁ ୧୮ ବର୍ଷ ୨ ମାସ ୧୭ ଦିନ ହେଉଥିଲା । ଏପରିକି ପଞ୍ଚମ ଶ୍ରେଣୀ ସ୍କୁଲ ପରିତ୍ୟାଗ ପତ୍ରରେ (SLC)ରେ ୧୯ ଡିସେମ୍ବର ୨୦୦୨ରେ ଉଲ୍ଲେଖ ରହିଥିବା ବେଳେ ଜନ୍ମ ପ୍ରମାଣ ପତ୍ରରେ ମଧ୍ୟ ଉଲ୍ଲେଖ ରହିଛି । ତେବେ ତାଙ୍କ ଶ୍ବଶୁର ଘର ଗାଁରେ ଥିବା ଅଙ୍ଗନଓ୍ବାଡି କର୍ମୀଙ୍କ ମିଛ ଅଭିଯୋଗ ବଳରେ ଝିଅଙ୍କ ବାପା-ମା’ ୩ ମାସ ଜେଲ୍ ଦଣ୍ଡ କାଟିଥିଲେ । ସ୍ବାମୀ ଓ ଶାଶୁ, ଶ୍ବଶୁରଙ୍କୁ ଥାନାରୁ ନୋଟିସ୍ ଜରିଆରେ ଛାଡିଥିଲା ପୋଲିସ । ଶେଷରେ ବାପା-ମା’ଙ୍କୁ ୩ ମାସ ପରେ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!