Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡ୍ରାଇଭର ବଦଳରେ ଫାର୍ମାସିଷ୍ଟ ଚଳାଇଲେ ଆମ୍ବୁଲାନ୍ସ

by ସଞ୍ଜୟ ସ୍ୱାଇଁ
May 26, 2025
in State
ଡ୍ରାଇଭର ବଦଳରେ ଫାର୍ମାସିଷ୍ଟ ଚଳାଇଲେ ଆମ୍ବୁଲାନ୍ସ
59
VIEWS
Share on FacebookShare on Twitter

ହରଭଙ୍ଗା, (ବାଘୁଆବାର୍ତ୍ତା): ଗୁରୁତର ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆସିଥିଲା ଆମ୍ୱୁଲାନ୍ସ । ହେଲେ ଆମ୍ୱୁଲାନ୍ସକୁ ଚାଳକ ବଦଳରେ ଫାର୍ମାସିଷ୍ଟ ଚଳାଉଥିଲେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶସିଙ୍ଗା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆମ୍ୱୁଲାନ୍ସର ଜଣେ ସ୍ଥାୟୀ ଚାଳକ ଥିଲେ ମଦ୍ୟ କାହିଁକି ଫାର୍ମାସିଷ୍ଟ ଗାଡ଼ି ଚଳାଉଥିଲେ, ତା’କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ, ଗତ ଶନିବାର ଦିନ ହରଭଙ୍ଗା ବ୍ଲକ କୁଶସିଙ୍ଗା ଗାଁରେ ପଥର ବ୍ଲାଷ୍ଟିଂ ବେଳେ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟଲୋକେ ହରଭଙ୍ଗା ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଗୁରୁତର ବ୍ୟକ୍ତିଙ୍କୁ ମେଡିକାଲରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଥିଲା। ହେଲେ ଉକ୍ତ ଆମ୍ୱୁଲାନ୍ସକୁ ଡ୍ରାଇଭର ବଦଳରେ ଜଣେ ଫାର୍ମାସିଷ୍ଟ ଚଳାଉଥିଲେ । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଆମ୍ୱୁଲାନ୍ସ ଚଳାଇବାକୁ ସ୍ଥାୟୀ ଡ୍ରାଇଭର ଥିଲେ ମଧ୍ୟ ଫାର୍ମାସିଷ୍ଟ କିଭଳି ଚଳାଉଥିଲେ ଗାଡ଼ି ? ତେବେ କିଏ ଏହି ଡ୍ରାଇଭର, ଯିଏ ଫାର୍ମାସିଷ୍ଟଙ୍କ ହାତରେ ଗାଡ଼ି ଛାଡ଼ିଥିଲେ । ଫାର୍ମାସିଷ୍ଟ ଜଣକ ପେସାରେ ଜଣେ ଡ୍ରାଇଭର ନା ପରିସ୍ଥିତିରେ ପଡ଼ି ନିଜେ ଆମ୍ବୁଲାନ୍ସ ଚଳେଇ ଯାଇଥିଲେ ତାହା ସବୁଠୁ ବଡ଼ ପ୍ରଶ୍ନ। ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀଙ୍କ ମହଲରେ ଦାବି କରିଛନ୍ତି।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!