Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ବର୍ଷର ଶିଶୁକୁ ‌‌ଯୌନ ନିର୍ଯାତନା ଦେବା ମାମଲାରେ‌ ଜେଜେ-ଜେଜେମା’ଙ୍କୁ ୧୦ବର୍ଷ ଜେଲଦଣ୍ଡାଦେଶ

by ସଞ୍ଜୟ ସ୍ୱାଇଁ
March 12, 2021
in Nayagarh
୪ବର୍ଷର ଶିଶୁକୁ ‌‌ଯୌନ ନିର୍ଯାତନା ଦେବା ମାମଲାରେ‌ ଜେଜେ-ଜେଜେମା’ଙ୍କୁ ୧୦ବର୍ଷ ଜେଲଦଣ୍ଡାଦେଶ
213
VIEWS
Share on FacebookShare on Twitter

ମୁମ୍ବାଇ,(ବାଘୁଆବାର୍ତ୍ତା):  ମହାରାଷ୍ଟ୍ରର ଏକ ଅଦାଲତ ଚାରିବର୍ଷର ଶିଶୁକୁ  ଯୌନ ନିର୍ଯ‌ାତନା ଦେଇଥିବା ମାମଲାରେ ଜ‌ଣେ ବୃଦ୍ଧା ଓ ତାଙ୍କ ସ୍ବାମୀଙ୍କୁ ୧୦ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଘଟଣାଟି ୨୦୧୩ରେ ଘଟିଥିଲା। ପୁଲିସକୁ ଦେଇଥିବା ବୟାନରେ ଶିଶୁ କହିଥିଲା କି, ୨୦୧୩ ଡିସେମ୍ବରରେ ସ୍କୁଲରୁ ଘରକୁ ଆସିଥିଲି। ଘରେ ପହଞ୍ଚି ଖାଇ ସାରିବା ପ‌ରେ ଟିଭିରେ କାର୍ଟୁନ ଦେଖୁଥିଲି। ଦ୍ବିପହର ସମୟରେ  ସାଙ୍ଗ ସହିତ କୋଠାର ଚତୁର୍ଥ ମହଲାକୁ ଯାଇଥିଲି। ଏହି ସମୟରେ ସେଠାରେ ମୁଁ ଯାହାଙ୍କୁ ଜେଜେ-ଜେଜେମା’ ଡାକେ ଦୁହେଁ ମୋତେ ଡାକିଥିଲେ। ଘରକୁ ନେଇ ଦୋଳିରେ ବସାଇଥିଲେ। ମୁଁ ସେ ଦୋଳିରୁ ଓହ୍ଲାଇବାକୁ ଚେଷ୍ଟା କରିବା ବେଳେ ଜେ‌ଜେ ମୋତେ ଚାପୁଡ଼ା ମାରିଥ‌ିଲେ। ଏହି ସମୟରେ ଜେଜେମା’ ମୋତେ ଜୋରଜବରଦସ୍ତି ଧରି ରହିଥିବା ବେଳେ ଜେଜେ ଯୌନ ନିର୍ଯାତନା ଦେଇଥିଲେ। ମୁଁ  ସେଠାରୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଜେଜେ ମୋ ଉପରେ ଛେପ ପକାଇଥିଲେ। ମୁଁ ଭୟଭୀତ ହୋଇଯାଇଥିଲି। କିଛି ସମୟ ସ୍ଥିର ରହିବା ପରେ ମଉକା ଦେଖି ମୁଁ ସେଠାରୁ ଖସି ଚାଲି ଆସିଥିଲି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!