Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଇଲା ଖଣି ତଦନ୍ତ ଆଳରେ ମାଫିଆଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯୋଜନା : ଯୋଗେଶ

by ସଞ୍ଜୟ ସ୍ୱାଇଁ
May 24, 2025
in State
କୋଇଲା ଖଣି ତଦନ୍ତ ଆଳରେ ମାଫିଆଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯୋଜନା : ଯୋଗେଶ
9
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): କୋଇଲା ମାଫିଆଙ୍କୁ ଘଣ୍ଟ ଘୋଡାଇବାକୁ ତଦନ୍ତ ଆଳ ଦେଖାଉଛନ୍ତି ସରକାର। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଓ କଂଗ୍ରେସ ନେତା ନିର୍ମଳ ନାୟକ। କହିଛନ୍ତି, କେବଳ ତଦନ୍ତ ପରେ ତଦନ୍ତ ଚାଲିଛି। କେବଳ ତଦନ୍ତରେ ସୀମିତ ରଖି ମାଫିଆଙ୍କୁ ଘଣ୍ଟ ଘୋଡାଇବାକୁ ତଦନ୍ତ ଆଳ ଦେଖାଉଛନ୍ତି ସରକାର। କୋଇଲା ଦୁର୍ନୀତିର ତଦନ୍ତ ଭିଜିଲାନ୍ସ କରିବା ସହ ଏସଆଇଟି ଗଠନ ନେଇ ସରକାରଙ୍କ ସୂଚନା ପରେ ଏ ପ୍ରତିକ୍ରିୟା ପାଇଛି। ଗଣମାଧ୍ୟମ ଦ୍ବାରା କୋଇଲା ଖଣି ଲୁଟ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ତଦନ୍ତ କରିଛି। ଖୋଦ ଖଣି ଏବଂ ଜଙ୍ଗଲ ମନ୍ତ୍ରୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହେଲେ ମନ୍ତ୍ରୀ ଆସିବାର ମାସକ ପରେ ଏବେ ପୁଣି ଭିଜିଲାନ୍ସ ଏସଆଇଟି ତଦନ୍ତ କରିବ। କେବଳ ତଦନ୍ତରେ ସୀମିତ ରଖିବାକୁ ଯୋଜନା ବୋଲି ଅଭିଯୋଗ କରିଛନ୍ତି। ନଚେତ ସିବିଆଇ ତଦନ୍ତ କଲେ ପ୍ରକୃତ ଚୋର ଧରପଡିବ ବୋଲି କହିଛନ୍ତି ଉଭୟ ନେତା।

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026
ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!