Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀରେ ପୁଲିସ-ଲୁଟେରା ଧସ୍ତାଧସ୍ତି

by ସଞ୍ଜୟ ସ୍ୱାଇଁ
May 22, 2025
in State
ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ପୋଲିସ ଫୋର୍ସ ମୁତୟନ
80
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱରରେ ପୁଲିସ-ଲୁଟେରା ଧସ୍ତାଧସ୍ତି। ଦୁଇ ଲୁଟେରାଙ୍କୁ କାବୁ କରିବାରେ ନୟାନ୍ତ ହେଲା ପୁଲିସ । ପିଛା କରି ମାଡ଼ି ବସିବା ବେଳେ ଲୁଟେରାଙ୍କ ସହ ପୁଲିସର ଧସ୍ତାଧସ୍ତି। ଶେଷରେ ବହୁ କଷ୍ଟରେ ଜଣେ ଲୁଟେରାକୁ କାବୁ କରିବା ସହ ଯାତ୍ରୀଙ୍କ ଚୋରି ହୋଇଥିବା ମୋବାଇଲ ଫେରାଇଛି ସହିଦନଗର ଥାନା ପୋଲିସ। ମଙ୍ଗଳବାର ରାତି ୯ଟା ସମୟରେ ଜୟଦେବ ବିହାର ଛକରେ ଶ୍ରୀଧର ମୁଦୁଲି ଓ ତାଙ୍କ ସ୍ତ୍ରୀ ବସ୍ରୁ ଓହ୍ଲାଉଥିଲେ । ଏହି ସମୟରେ ଦୁଇ ଲୁଟେରା ଆସି ଶ୍ରୀଧରଙ୍କ ସ୍ତ୍ରୀ ଠାରୁ ଝାମ୍ପି ନେଇଥିଲେ ମୋବାଇଲ୍ । ଏହାପରେ ଶ୍ରୀଧର ତୁରନ୍ତ ୧୧୨ କଣ୍ଟ୍ରୋଲ ରୁମ୍କୁ ଖବର ଦେବା ପରେ ପିସିଆଇ ଆସି ଦମ୍ପତ୍ତିଙ୍କୁ ସହିଦନଗର ଥାନାକୁ ନେଇଥିଲେ । ଶ୍ରୀଧର ଅଭିଯୋଗ ଲେଖିବା ବେଳେ ତାଙ୍କ ମୋବାଇଲ୍କୁ ତାଙ୍କ ସ୍ତ୍ରୀଙ୍କ ନମ୍ବରରୁ ଲୁଟେରାମାନେ କଲ୍ ମୋବାଇଲ୍ ଫେରାଇବା ପାଇଁ ୧୫୦୦ ଟଙ୍କା ମାଗିଥିଲେ । ସେହି ସମୟରେ ପୋଲିସ ମୋବାଇଲ୍ ଲୋକେସନ ଟ୍ରେସ୍ କରି ଲୁଟେରାଙ୍କ ପାଖରେ ପହଞ୍ଚିଥିଲା । ହେଲେ ସେମାନଙ୍କୁ କାବୁ କରିବା ସମୟରେ ଆରମ୍ଭ ହେଲା ଧସ୍ତାଧସ୍ତି । ଯାହାର ସୁଯୋଗ ଦେଖି ଜଣେ ଲୁଟେରା ଫେରାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଥାନାକୁ ଆଣି ଜେରା କରୁଛି ପୋଲିସ । ସେପଟେ ଜବତ ମୋବାଇଲ୍ ଦମ୍ପତିଙ୍କୁ ଫେରାଇବା ସହ ଉଭୟ ପୋଲିସ କର୍ମୀ ଓ ଦମ୍ପତିଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!