Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘ ଚମଡ଼ା ଜବତ, ୩ ଗିରଫ

by ସଞ୍ଜୟ ସ୍ୱାଇଁ
May 20, 2025
in Crime, Nayagarh, State
ବାଘ ଚମଡ଼ା ଜବତ, ୩ ଗିରଫ
193
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ ବନବିଭାଗ ଗଣିଆ ଅଞ୍ଚଳରୁ ଗୋଟିଏ କଲରାପତରିଆ ବାଘ ଚମଡା ଜବତ କରିବା ସହ ଘଟଣାରେ ୩ଶିକାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବନ୍ଧୁକ , ଗୁଳି , ଭୁଜାଲି ଜାଲ ଆଦି ଜବତ କରିଛି ବନବିଭାଗ । ଗଣିଆ ବନାଞ୍ଚଳରେ ପ୍ରାୟ ୫ ମାସ ତଳେ ଏହି ବାଘକୁ ଶିକାର କରାଯାଇଥିବାବେଳେ ବାଘର ବୟସ ୩ରୁ ୪ବର୍ଷ ମଧ୍ଯରେ ହେବ ବୋଲି ଡିଏଫଓ କହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଖଳିସାହିର ତ୍ରିନାଥ ପ୍ରଧାନ , କାଚପଲ୍ଲିର ବିମ୍ବାଧର ନାୟକ ଏବଂ ରାମଚନ୍ଦ୍ର ଦଳବେହେରା ।

ଘଟଣାରେ ଅନ୍ଯ ଦୁଇଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି ଏବଂ ସେମାନଙ୍କୁ ଅତିଶୀଘ୍ର ଧରାଯିବ ବୋଲି ଡିଏଫଓ କହିଛନ୍ତି । ଜଣେ ଫେରାର୍ ବ୍ଯକ୍ତିଙ୍କ ଛେଳିକୁ ବାଘ ମାରିଦେଇଥିବାରୁ ଜାଲ ଏବଂ କରେଣ୍ଟ ଲଗାଇ ଅଭିଯୁକ୍ତମାନେ ବାଘକୁ ମାରିଥିବା ସ୍ବିକାର କରିଛନ୍ତି । ତ୍ରିନାଥ ଜଣେ ପେସାଦାର ଶିକାରୀ ଏବଂ ବିଭିନ୍ନ ସମୟରେ ସେ ବନ୍ୟଜନ୍ତୁ ଶିକାର କରିଥିବା ଜଣାପଡିଛି । ବନବିଭାଗ, ଏସଟିଏଫ୍ ନୟାଗଡ ଜିଲ୍ଲାରୁ ବିଭିନ୍ନ ସମୟରେ ଶିକାରୀଙ୍କୁ ଗିରଫ କରୁଥିଲେ ମଧ୍ଯ ଜିଲ୍ଲାରୁ ବନ୍ଯଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବ କମୁନାହିଁ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!