Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ଡିସିମିଲ୍ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା

by ସଞ୍ଜୟ ସ୍ୱାଇଁ
May 19, 2025
in State
୪ ଡିସିମିଲ୍ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା
245
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ହେବ ପଟ୍ଟା କରେକ୍ସନ । ଯାହାର ୪ ଡିସମିଲ ଜାଗାରୁ କମ ଥିବ, ତାକୁ ମଧ୍ୟ ଭୂମିହୀନ ଭାବରେ ଗଣନା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ । ସେ କହିଛନ୍ତି, ଘର ଘର ଯାଇ ତଥ୍ୟ ସଂଗ୍ରହ କରିବ ରାଜସ୍ବ ବିଭାଗ । ଅଜା ବାପାଙ୍କ ଦେହାନ୍ତ ପରେ ପୁଅ ନାତି ଓ ଝିଅଙ୍କ ନାମକୁ ପଟ୍ଟା ଚଢ଼ାଯିବ। ଓଡ଼ିଶା ଲ୍ୟାଣ୍ଡ ସେଟଲମେଣ୍ଟ ରୁଲେ ୧୯୮୩ରେ ସଂଶୋଧନ ଅଣାଯିବ। ବିବାହିତ ଝିଅମାନଙ୍କୁ ଏଥିରେ ସାମିଲ କରାଯିବ। ଭୂମିହୀନ ପରିଭାଷା ପରିବର୍ତ୍ତନ ହେବ । ୪ ଡିସିମିଲ ରୁ କମ ଥିବା ଜମି ମାଲିକଙ୍କୁ ସରକାର ଜମ ଦେବେ। କଲମ ୨ସଂଶୋଧନ ଅଣାଯିବ । ୨ ଡିସିମିଲ ଜାଗା ଥିବା ବ୍ୟକ୍ତି ସରକାରଙ୍କୁ ଫେରାଇ ଅନ୍ୟ ସ୍ଥାନରେ ତାଙ୍କୁ ସରକାର ୪ ଡିସିମିଲ ଜାଗା ଯୋଗେଇ ଦେବାକୁ ଯୋଜନା କରିଚି ରାଜସ୍ୱ ବିଭାଗ । ଜମିହୀନଙ୍କୁ ଠାବ କରିବାକୁ ତହସିଲଦାରଙ୍କୁ ଦାୟିତ୍ଵ ଦିଆଯିବ।

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

May 1, 2026
ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

May 1, 2026
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

May 1, 2026
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!