Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଟଣା ଗାଁରୁ ଅହିରାଜ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
May 18, 2025
in State
ପାଟଣା ଗାଁରୁ ଅହିରାଜ ଉଦ୍ଧାର
24
VIEWS
Share on FacebookShare on Twitter

ଔପଦା, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗ ଅଧିନ ଖୁଣ୍ଟାଢିଆ ପାଟଣା ଗ୍ରାମର ଦେବେନ୍ଦ୍ର ବେହେରାଙ୍କ ବାଡିରୁ ୧୫ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର କରି ବନବିଭାଗ କାର୍ଯ୍ୟାଳୟ ଅଣାଯାଇଛି । ପରେ ପାଖ କୁଳଢିଆ ଜଙ୍ଗଲ ନିକଟ ଦେବଗିରି ପାହାଡ଼ ପାଦ ଦେଶରେ ଥିବା ପଶ୍ଚିମା ଘାଟି ନିକଟରେ ବିରାଟକାୟ ସାପଟିକୁ ଛଡା ଯାଇଛି । ସୂଚନା ମୁତାବକ, ଔପଦା ବ୍ଲକ ଅନ୍ତର୍ଗତ ରାଇରାମ ଚନ୍ଦ୍ର ପୁର ପଞ୍ଚାୟତ ଖୁଣ୍ଟାଡିହା ପାଟଣା ଗ୍ରାମର ଦେବେନ୍ଦ୍ର ବେହେରା ରବିବାର ସକାଳେ ଶୌଚ ହେବାକୁ ଘର ନିକଟରେ ପୋଖରୀକୁ ଯାଇଥିଲେ । ଏତିକି ବେଳେ ଅହିରାଜ ସାପ ଦେଖି ଲୋକ ମାନଙ୍କୁ ଡାକିଥିଲେ । ଲୋକମାନେ ପହଞ୍ଚି ସ୍ଥାନୀୟ ସାମ୍ବାଦିକଙ୍କ ସହାୟତାରେ ଔପଦା ବନବିଭାଗକୁ ଖବର ଦେଇଥିଲେ । ଅହିରାଜ ସାପ ଥିବା କଥା ପ୍ରଘଟ ହେବା ପରେ ଏପରିକି ବ୍ଲକ୍ ସଦର ମହକୁମା ଠାରୁ ଦେଖିବା ପାଇଁ ଲୋକ ଆସି ରୁଣ୍ଡ ହୋଇଯାଇଥିଲେ । ଔପଦା ବନବିଭାଗ ପହଞ୍ଚି ସ୍ନେକ୍ ହେଲ୍ପ ଲାଇନର ସଦସ୍ୟଙ୍କୁ ଖବର ଦେବା ପରେ ସେମାନେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଶେଷରେ ଏହି ବିରାଟକାୟ ସାପଟିକୁ କୁଲଢିଆ ଜଙ୍ଗଲରେ ଛାଡିଥିବା ନେଇ ସୂଚନା ମିଳିଛି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!