Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୮୨ ବର୍ଷରେ ଇଂ ପ୍ରଭାତ କୁମାର ନନ୍ଦଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
May 18, 2025
in State
୮୨ ବର୍ଷରେ ଇଂ ପ୍ରଭାତ କୁମାର ନନ୍ଦଙ୍କ ପରଲୋକ
12
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ପୁରୁଣା କଟକର ସ୍ଵନାମଧନ୍ୟ ବ୍ୟକ୍ତି, ଶିଶୁ ସାହିତ୍ୟିକ ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କର ପୁତ୍ର ଇଂ ପ୍ରଭାତ କୁମାର ନନ୍ଦଙ୍କର ପରଲୋକ । ୮୨ ବର୍ଷ ବୟସରେ ଆଖିବୁଜିଲେ ଇଂ ପ୍ରଭାତ କୁମାର ନନ୍ଦ। ଗତ କିଛିଦିନ ହେବ ବାର୍ଦ୍ଦକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଇଂ ପ୍ରଭାତ କୁମାର ନନ୍ଦ ଓଡ଼ିଶା ସରକାରଙ୍କ ଆରଡବ୍ଲୁଏସଏସର ମୁଖ୍ୟ ଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ। କାର୍ଯ୍ୟକାଳ ସମୟରେ ବର୍ତ୍ତମାନର ମହାନଦୀ ସେତୁ , ବିରୁପା ବ୍ରିଜ ଏବଂ ନରାଜ ବ୍ୟାରେଜ ନିର୍ମାଣରେ ବିଶେଷ ଭୁମିକା ସହ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବାଧନରେ ନିର୍ମାଣ ହୋଇଥିଲା। ଅବସର ପରେ ତାଙ୍କର ସଚୋଟତା ଓ ନିଷ୍ଠା ପାଇଁ ସରକାର ତାଙ୍କୁ ଓପିଏସସିର ମେମ୍ବର ଭାବରେ ଦାୟିତ୍ୱ ଦେଇଥିଲେ। କଳା ବିକାଶ କେନ୍ଦ୍ର, ଉତ୍କଳ ସାହିତ୍ୟ ସମାଜ, ରେଭେନସା କଲିଜିଏଟ ସ୍କୁଲ ପୁରାତନ ଛାତ୍ର ସଂଘ, ଓଡ଼ିଶା ଇଂଜିନିୟରି° ଆସୋସିଏସନର ପ୍ରଭୃତି ବହୁ ସରକାରୀ, ବେସରକାରୀ ଓ ସାମାଜିକ ଅନୁଷ୍ଠାନର ସଭାପତି, ଓ କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟ ତୁଲାଇ ସମସ୍ତଙ୍କର ଆସ୍ଥାଭାଜନ ହୋଇଥିଲେ। ତାଙ୍କ ବିୟୋଗରେ ବହୁ ରାଜନେତା, ସାହିତ୍ୟିକ ଲେଖକ, ସାମାଜିକ କର୍ମୀ ଓ ସ୍ଥାନୀୟ କଟକ ବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!