Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାପାଳ ଅଫିସର କର୍ମଚାରୀ ପରିଚୟ ଦେଇ ଠକେଇ

by ସଞ୍ଜୟ ସ୍ୱାଇଁ
May 17, 2025
in State
ଜିଲ୍ଲାପାଳ ଅଫିସର କର୍ମଚାରୀ ପରିଚୟ ଦେଇ ଠକେଇ
61
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଦୁଷ୍କ୍ମର୍ମ ପୀଡିତାଙ୍କୁ ବି ଛାଡିଲେନି ଦଲାଲ । କଟକ ଜିଲ୍ଲା ନରସିଂହପୁରର ଜଣେ ନାବାଳିକା ୨୦୨୦ ମସିହାରେ ଦୁଷ୍କର୍ମର ଶୀକାର ହୋଇଥିଲେ । ପୀଡିତା ଯେହେତୁ ନାବାଳିକା ତେଣୁ ସରକାରୀ ନିୟମ ଅନୁସାରେ ସେ ଅନୁକମ୍ପାମୂଳକ ସହାୟତା ପାଇବା କଥା । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, କିଛି ମହିଳା ନିଜକୁ କଟକ ଜିଲ୍ଲାପାଳଙ୍କ ଅଫିସର କର୍ମଚାରୀ ପରିଚୟ ଦେଇ ତାଙ୍କ ଠାରୁ ଏହି ଟଙ୍କା ହଡପ କରି ନେଇଛନ୍ତି । ପୀଡିତାଙ୍କର କହିବା ଅନୁସାରେ, ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ମାର୍ଚ୍ଚ ୨୩ ତାରିଖରେ ୩ ଲକ୍ଷ ୭୫ ହଜାର ଟଙ୍କା ପାଇଥିଲେ । ତେବେ ନିଜକୁ ଜିଲ୍ଲାପାଳଙ୍କ ଅଫିସର ଜଣେ ମାଡାମ ବୋଲି ପରିଚୟ ଦେଇ ଜନୈକ ମହିଳା ସେହି ଟଙ୍କାରୁ ଲକ୍ଷେ ଟଙ୍କା ଫେରାଇ ଦେବା ପାଇଁ ପୀଡିତାଙ୍କୁ କହିଥିଲେ । ଲକ୍ଷେ ଟଙ୍କା ନଫେରାଇଲେ ସେ ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ ନେଇ ଯିବେ ବୋଲି ଧମକ ଦେଇଥିଲେ । ତେଣୁ ପୀଡିତା ଜଣକ ସେହି ମହିଳାଙ୍କ କହିବା ଅନୁସାରେ ଦୁଇଟି ୟୁପିଆଇ ଆକାଉଣ୍ଟକୁ ଲକ୍ଷେ ୧ ହଜାର ଟଙ୍କା ପଠାଇ ଦେଇଥିଲେ । ପୀଡିତା ଟଙ୍କା ପଠାଇ ସାରିବା ପରେ ଯେଉଁ ଫୋନ୍ ନମ୍ବରରୁ କଲ୍ ଆସୁଥିଲା ସେଗୁଡିକ ସୁଇଚ୍ ଅଫ୍ ହେଇଯିବାରୁ ସେ ଠକାମୀର ଶୀକାର ହେଇଥିବା ଜାଣିବାକୁ ପାଇଥିଲେ । ଶନିବାର ପୀଡିତା ଏ ନେଇ ଲାଲବାଗ ଥାନାରେ ଏତଲା ଦେଇଛନ୍ତି ଓ ଦଲାଲ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!