Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର୍ଦଶ ଶିକ୍ଷକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
March 10, 2021
in Feature News
ଆର୍ଦଶ ଶିକ୍ଷକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ
933
VIEWS
Share on FacebookShare on Twitter

ରଣପୁର,(ବାଘୁଆବାର୍ତ୍ତା): ରଣପୁର ବ୍ଲକ ମଝିଆଁଖଣ୍ଡ ପଞ୍ଚାୟତ ଅଧିନରେ ଥିବା ପଥରପୁଞ୍ଜି ଗ୍ରାମରେ ଶିକ୍ଷକ ଗଙ୍ଗାଧର ପ୍ରଧାନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ୩ ଝିଅ ଅଦ୍ୟାବଧି ପାଠ ପଢ଼ୁଛନ୍ତି । ଶ୍ରୀ ପ୍ରଧାନ ମହତପଲ୍ଲା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ କାର୍ୟ୍ୟ କରୁଥିଲେ । ସେ ଜଣେ ଦକ୍ଷ ଶିକ୍ଷକ, ଶିକ୍ଷକମାନଙ୍କର ଚାକିରୀ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ନିଖୁଣ ଭାବେ କରିଥାନ୍ତି । ସେ ଜଣେ ଶିକ୍ଷକସଂଘର ଆଗଧାଡ଼ର ନେତା ।ଶିକ୍ଷକଶିକ୍ଷୟିତ୍ରୀଙ୍କ ସୁବିଧା ଅସୁବିଧାରେ ସେ ଆଗଭର ହୋଇ ଠିଆ ହୁଅନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି ଚାନ୍ଦପୁର ଠାରୁ ସୁନାଖଳା ପର୍ୟ୍ୟନ୍ତ ଵହୁ ଶିକ୍ଷକଶିକ୍ଷୟିତ୍ରୀ ତାଙ୍କ ଗ୍ରାମ ପଥରପୁଞ୍ଜି ରେ ପହଞ୍ଚି ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା, ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘର ସଭାପତି ଜ୍ୟୋତି ରଞ୍ଜନଦାଶ, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ବିଶ୍ୱଳ, ସଂପାଦକ ଜଗନ୍ନାଥ ଦାଶ, ଅଭିରାମ ମହାପାତ୍ର, ନିରୁପମା ମହାନ୍ତି, ନିଳମଣୀ ବେହେରା, ସୁଶୀଲ କୁମାର ରଣା, ମହେନ୍ଦ୍ର ସୁବୁଦ୍ଧି ,ଜ୍ୟୋତି ରଞନ କର, ଅନିଲ ପାଇକରାୟ, ପ୍ରଦିପ ଖୁଣ୍ଟିଆ, ଦିନବନ୍ଧୁ ଜେନା, ବସନ୍ତ ବେହୁରା, ଶରତ ନାୟକ ପ୍ରଭୁତି ଯୋଗଦାନ କରିଥିଲେ । ବ୍ଳକ ଶିକ୍ଷା କାର୍ୟ୍ୟାଳୟ ତରଫରୁ ଶବସଂସ୍କାର ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା ୫୦୦୦ ଟଙ୍କା ଓ ଗୋପାଳପୁର ସର୍କଲ ସଂପାଦକ ମହେନ୍ଦ୍ର ସୁବୁଦ୍ଧି ୧୦୦୦ ଟଙ୍କା ପ୍ରଦାନ କରିଥିଲେ । ଶିକ୍ଷକ ଯୁଧିଷ୍ଠିର ପ୍ରଧାନ ଓ ଅଶୋକ କୁମାର ଦାଶ ଯୋଗ ଦେଇଥିଲେ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!